ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଅସନ୍ତୋଷ
ଭୁବନେଶ୍ୱର: ଆଜି ଅପରାହ୍ଣରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ସଭାଗୃହରେ ସାରା ଓଡ଼ିଶାର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାର ଉଦ୍ୟୋକ୍ତା ଓ ସିଇଓମାନଙ୍କ ଏକ ଜରୁରୀ ବୈଠକ ବସିଥିଲା । ସଦ୍ୟ ରାଜ୍ୟ ସରକାର ଲାଗୁ କରିଥିବା ଗୋପବନ୍ଧୁ ଓ ଆୟୁଷ୍ମାନ...
Read more








