Our Correspondent

‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

ଭୁବନେଶ୍ୱର: କୋଭିଡର ବିଭୀଷିକା ପରେ ଜଳବାୟୁ ପରିବର୍ତନ ହିଁ ମାନବ ସମାଜ ନିମନ୍ତେ ସବୁଠାରୁ ବଡ଼ ସଙ୍କଟ । ଏଥିପାଇଁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ପରିବେଶ ବିଜ୍ଞାନୀ ତଥା ଶିକ୍ଷା ଓ...

Read more

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ

ଭୁବନେଶ୍ୱର: ମହାନ୍ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ ଶେଷରେ ଜାଳିଦେଲେ । ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡକାଟ ହୋଇଥିଲା । ଏହାପରେ କଟକ ମହାନଦୀ ବିହାରରେ ତାଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳା ଯାଇଥିଲା । ଏଥର...

Read more

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର...

Read more

ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

ଭୁୁବନେଶ୍ୱର: ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ...

Read more

ଲିକୁ ସାହୁ ଗ୍ୟାଙ୍ଗର ଉତ୍ପାତ; ଜିତୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କ ଉପରେ ଆଜି ସଂଘବଦ୍ଧ ଆକ୍ରମଣ ହୋଇଛି । ଆରୁଅ ଗ୍ରାମରେ ହିଙ୍ଗୁଳା ମା’ଙ୍କର ଯାତ୍ରାକୁ ଗଲାବେଳେ ସ୍ଥାନୀୟ ବିଧାୟକ ହିମାଂଶୁ(ଲିକୁ) ସାହୁଙ୍କର ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ...

Read more

ଜୟ ଓଡ଼ିଶା ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁର ଉତ୍ତାପ ଦାଉରୁ ରକ୍ଷା କରିବା ଉଦ୍ୟମରେ, ଭୁବନେଶ୍ୱରର ସାମାଜିକ ସଂଗଠନ ଜୟ ଓଡ଼ିଶା ତାଙ୍କ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆରମ୍ଭ କଲା "ଭ୍ରାମ୍ୟମାଣ ଜଳଛତ୍ର", ଯାହାକି ଚଳିତ ବର୍ଷ ଚତୁର୍ଥ ବର୍ଷ ରେ ଅବତରଣ କରିଛି।...

Read more

ନୈତିକ ମୂଲ୍ୟବୋଧକୁ ପାଥେୟ କରି ଜୀବନରେ ଅଗ୍ରଗତି କର

ଭୁବନେଶ୍ୱର: ନିଜ ସ୍ୱାର୍ଥରୁ ଊଦ୍ଧ୍ୱର୍କୁ ଉଠି ଛାତ୍ରଛାତ୍ରୀମାନେ ନୈତିକ ମୂଲ୍ୟବୋଧ ଉପରେ ଅଧିକ ମନୋନିବେଶ କରିବା ଆବଶ୍ୟକ ଯାହାକି କେବଳ ସେମାନଙ୍କର ବ୍ୟକ୍ତିଗତ ଜୀବନ ନୁହେଁ ବରଂ ସମାଜ ଗଠନ ଉପରେ ପ୍ରଭାବ ପକାଇବ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ...

Read more
Page 118 of 979 1 117 118 119 979