ବିଜେଡିକୁ ଆଇନମନ୍ତ୍ରୀଙ୍କ ଧମକ
ଭୁବନେଶ୍ୱର: ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିର ମିଛ ଧରାପଡ଼ିବା ପରେ ବିଚଳିତ ହୋଇପଡ଼ିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଆଧାରରେ ବିଜେଡିର ସମାଲୋଚନାକୁ ସେ ହଜମ କରିନାହାନ୍ତି । ବିଜେଡିର...
Read more








