Our Correspondent

କଲେଜ ନିର୍ବାଚନରେ ‘ଭୋଟ ଚୋରି’!

ଭୁବନେଶ୍ୱର: କଲେଜ ଛାତ୍ର ସଂସଦ ନିର୍ବାଚନରେ 'ଭୋଟ ଚୋରି' ଅଭିଯୋଗ ଆଣିିଛି ବିଜେଡି । ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ପ୍ରାଧ୍ୟାପକଙ୍କ କଥାବାର୍ତ୍ତାର ଅଡିଓ ଟେପ୍ କୁ ଧରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ବିଜେପି...

Read more

ଓଡ଼ିଶା ହକିକୁ ଡବଲ ଇଞ୍ଜିନ୍ ଷ୍ଟ୍ରୋକ୍!

ଭୁବନେଶ୍ୱର: ଓଡ଼ିଶାରେ ହକି ପ୍ରତି ଡବଲ ଇଞ୍ଜିନ ସରକାର ଅବହେଳା କରୁଥିବା ଅଭିଯୋଗ ଆଣିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା । କିନ୍ତୁ ବର୍ତ୍ତମାନର ସରକାରଙ୍କ ହକି...

Read more

ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍ (ଆଇୟୁଏସ୍‌ଏଫ୍‌)ର ପ୍ରଥମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ଫେଡେରେସନର ପ୍ରଥମ ବାର୍ଷିକ କାର୍ଯ୍ୟକାରିଣୀ ସଭାରେ ସର୍ବସମ୍ମତି...

Read more

ଦିଲ୍ଲୀ ଚାଲିଲେ କଂଗ୍ରେସ ନେତା

ଭୁବନେଶ୍ୱର: ଭୋଟ ଦେବାର ଅଧିକାର ସୁରକ୍ଷା ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି (ସୋମବାର) ନୂଆଦିଲ୍ଲୀରେ ବଡ଼ ଆନ୍ଦୋଳନ କରିବାକୁ ଯାଉଛିି ଇଣ୍ଡି ମେଣ୍ଟ । ମେଣ୍ଟର ନେତାମାନେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ...

Read more

ରାଜ୍ୟ ରାଜନୀତିରେ ‘କ୍ୟାମ୍ପସ୍’ ତାତି

ଭୁବନେଶ୍ୱର: ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ଏହି ଛାମୁଆ ନିର୍ବାଚନକୁ ହାଇଜାକ୍ କରି ଫଳାଫଳ ନିଜ ସପକ୍ଷରେ ନେବାକୁ ଶାସକ ଦଳ ଉଦ୍ୟମ କରୁଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇ ଆସୁଛି । ଏହି କାର୍ଯ୍ୟରେ ମନ୍ତ୍ରୀ,...

Read more

ଭୋଟର ତାଲିକାରେ ଯୋଡ଼ିହବାକୁ ୩୩,୫୧୫ ଆବେଦନ

ଭୁବନେଶ୍ୱର: ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ଏହି ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ...

Read more

ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି: ବିଜେଡି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ବିଜେପି ହୀନ ପ୍ରୟାସ ଜାରି ରଖିଛି । ନିର୍ବାଚନ ପାଇଁ ଥିବା ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ପ୍ରକିୟାକୁ ବିଜେପି ସରକାର ହାଇଜାକ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ...

Read more
Page 11 of 1021 1 … 10 11 12 … 1,021