Our Correspondent

ବିକଶିତ ନାଁରେ ବିକଳାଙ୍ଗ ଯୋଜନା: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାକୁ ବିକଶିତ ନାଁରେ ବିକଳାଙ୍ଗ ଯୋଜନା ବୋଲି ସମାଲୋଚନା କରିଛି ବିଜେଡି । ଶଙ୍ଖଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ଡ. ଅରୁଣ...

Read more

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶାର ଜାଗା ନେଇଛି 'ବିକଶିତ ଗାଁ ବିକଶିତ ଓଡ଼ିଶା' । ବିଜେପି ସରକାରଙ୍କର ଏହି ୫ ବର୍ଷିଆ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ...

Read more

କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ’ ସମ୍ମିଳନୀ

ଭୁବନେଶ୍ୱର: ଯୁବ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ନେଇ କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ' କାର୍ଯ୍ୟକ୍ରମ ମଙ୍ଗଳବାର କିଟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟ, ଗ୍ଲୋବାଲ୍‍ କାଉଣ୍ଟର ଟେରୋରିଜିମ୍‍ କାଉନ୍‍ସିଲ୍‍ (ଜିସିଟିସି), କିଟ୍‍ ଟିବିଆଇ ଓ କିଟ୍‍ ବିଶ୍ୱବିଦ୍ୟାଳୟ...

Read more

ଏପ୍ରିଲ ପୂର୍ବରୁ ବିଜେଡିର ନବକଳେବର

ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ ବୋଲି ଆଜି ଦଳ ତରଫରୁ କୁହାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ୱନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ...

Read more

ସମ୍ ଅଲ୍ଟିମେଟ୍ ମେଡିକେୟାର ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ

ଭୁବନେଶ୍ୱର: ଇଟି ନାଓ ଇଣ୍ଡଷ୍ଟ୍ରି ଆଇକନ୍ସ -୨୦୨୫ ଇଷ୍ଟ ଚାପ୍ଟରର ପ୍ରଥମ ସଂସ୍କରଣର ସମ୍ମାନ ପ୍ରଦାନ ଉତ୍ସବରେ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ପୂର୍ବ ଭାରତର ଶ୍ରେଷ୍ଠ କର୍ପୋରେଟ ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି । କୋଲକାତା ଠାରେ ଗତ ଶୁକ୍ରବାର ଦିନ...

Read more

ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ୍

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦,୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତବର୍ଷ ବଜେଟରେ ଏହି ପରିମାଣ ୧୦,୫୮୬ କୋଟି ଟଙ୍କା ଥିଲା । ରେଳ ବଜେଟ୍ ରେ ଓଡ଼ିଶାକୁ...

Read more

ନୂଆ ରୂପରେ ବର୍ଣ୍ଣବୋଧ

ଭୁବନେଶ୍ୱର: ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ...

Read more
Page 139 of 980 1 138 139 140 980