Our Correspondent

ନବୀନ ଅପ୍ରତିଦ୍ୱନ୍ଦୀ, ନବମ ଥର ପାଇଁ ବିଜେଡି ସଭାପତି

ଭୁବନେଶ୍ୱର: ନବୀନ ପଟ୍ଟନାୟକ ବିଜେଡିର ଅପ୍ରତିଦ୍ୱନ୍ଦୀ ନେତା । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ବିଜେଡି ରାଜ୍ୟ ସଭାପତି ପଦବୀ ଲାଗି ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଦିନ । ସଂଯୋଗକୁ ବାପା ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ...

Read more

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସରେ ମିନିମାଲି ଇନ୍‍ଭେସିଭ୍‍ ପଦ୍ଧତିରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି । ନିକଟରେ ହୃତପିଣ୍ଡର ବାମ ଭାଗରେ ଗମ୍ଭୀର ମିଟ୍ରାଲ ଭଲଭ୍ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଜଣେ ୫୪ ବର୍ଷୀୟ ରୋଗୀଙ୍କଠାରେ ଏହି କୌଶଳରେ ସଫଳ ଅସ୍ତ୍ରୋପଚାର କରାଯାଇ...

Read more

ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

ଭୁବନେଶ୍ୱର: ପିଏମ୍ ବିଶ୍ୱକର୍ମା ଯୋଜନା କେବଳ ଏକ ଅର୍ଥନୈତିକ ସାହାଯ୍ୟ ନୁହେଁ। ଏହା ହେଉଛି ଆମର ମହତ ଭାବନା ଏବଂ ଏକ ଦୃଢ ସଂକଳ୍ପର ପରିଣାମ। ଗରିବ ଶିଳ୍ପୀ ଓ କାରିଗରଙ୍କୁ ମଧ୍ୟ ଏହା ମାଧ୍ୟମରେ ଆମେ ବିକାଶର ମୁଖ୍ୟ ଧାରାରେ...

Read more

‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

ଭୁବନେଶ୍ୱର: କୋଭିଡର ବିଭୀଷିକା ପରେ ଜଳବାୟୁ ପରିବର୍ତନ ହିଁ ମାନବ ସମାଜ ନିମନ୍ତେ ସବୁଠାରୁ ବଡ଼ ସଙ୍କଟ । ଏଥିପାଇଁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ପରିବେଶ ବିଜ୍ଞାନୀ ତଥା ଶିକ୍ଷା ଓ...

Read more

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ

ଭୁବନେଶ୍ୱର: ମହାନ୍ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ ଶେଷରେ ଜାଳିଦେଲେ । ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡକାଟ ହୋଇଥିଲା । ଏହାପରେ କଟକ ମହାନଦୀ ବିହାରରେ ତାଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳା ଯାଇଥିଲା । ଏଥର...

Read more

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର...

Read more

ଆମ୍ବେଦକର କେବଳ ଏକ ନାମ ନୁହେଁ, ଏକ ବିଚାରଧାରା

ଭୁୁବନେଶ୍ୱର: ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ...

Read more
Page 162 of 1023 1 … 161 162 163 … 1,023