Our Correspondent

ଝାଡ଼ଖଣ୍ଡ ରାଜନୀତି ପଶାପାଲିରେ ‘ଛାତ୍ରମୃତ୍ୟୁ’

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ଜଣେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମାତ୍ର ୩ ଦିନ ହେଲା କଲେଜ ହଷ୍ଟେଲରେ ରହୁଥିବା ଝାଡ଼ଖଣ୍ଡର ଏହି ଛାତ୍ରଙ୍କର ରକ୍ତାକ୍ତ ଶରୀର କଲେଜ କ୍ୟାମ୍ପସ୍ ରୁ ମିଳିଥିଲା...

Read more

ଧିକ୍ ତୁମର ପୁଲିସପଣିଆ

ଭୁବନେଶ୍ୱର: ଭରତପୁର ଥାନାରେ ଆର୍ମି କ୍ୟାପଟେନ୍ ଗୁରୁବନ୍ତ ସିଂ ଓ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୁଲିସ ନିର୍ଯ୍ୟାତନାର ଲୋମଟାଙ୍କୁରା କାହାଣୀ ପଦାକୁ ଆସିଛି । ଖୋଦ୍ ଆଇଆଇସି ଦୀନକୃଷ୍ଣ ମିଶ୍ର ପ୍ୟାଣ୍ଟ ଖୋଲି ଅଙ୍କିତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ ।...

Read more

ସବୁ ପ୍ରତିଶ୍ରୁତି ପାଳନ କରିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ...

Read more

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ଭୁବନେଶ୍ୱର: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୋ÷ରବ ଅର୍ଜନ କରିଛନ୍ତି । ୨୦୨୪ ନିମନ୍ତେ ଆମେରିକାର ଏହି...

Read more

ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ଏହି...

Read more

ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରରେ ତୃତୀୟ ପାଳି ମୋଦୀ ସରକାରଙ୍କ ୧୦୦ ଦିନ ପୂରିଛି । ଓଡ଼ିଶାରେ ମୋହନ ସରକାରଙ୍କ ୧୦୦ ଦିନ ଆସନ୍ତାକାଲି ପୂରିବ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ୧୦୦ ଦିନର ସଫଳ କାହାଣୀ ଲୋକଙ୍କୁ ଶୁଣାଉଛନ୍ତି...

Read more

ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

ଭରତପୁର ଥାନା ଆଇଆଇସିଙ୍କ ସମେତ ୫ ନିଲମ୍ବିତ ଭୁବନେଶ୍ୱର: ଅସାମାଜିକ ଯୁବକଙ୍କ କବଳରୁ ରକ୍ଷା ପାଇବା ପାଇଁ ସହାୟତା ମାଗୁଥିବା ସେନାବାହିନୀର ଜଣେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀର ଭରତପୁର ଥାନା ପୁଲିସ ଅକଥନୀୟ ନିର୍ଯ୍ୟାତନା ଦେବା ଘଟଣା ହଟଚମଟ...

Read more
Page 180 of 980 1 179 180 181 980