ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା
ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ସିଏସ୍ଏମ୍ ସିନାପ୍ସର ତୃତୀୟ ସଂସ୍କରଣରେ ଲୟଲା ଇଣ୍ଟରନ୍ୟାସନାଲ୍ ସ୍କୁଲ ଚାମ୍ପିୟନ ହୋଇଛି। ଚଳିତ ବର୍ଷର ପ୍ରତିଯୋଗିତାରେ ଆହ୍ବାନମୂଳକ ପ୍ରଶ୍ନ, ଆକର୍ଷଣୀୟ ରୋମାଞ୍ଚଭରା ଖେଳ ଏବଂ ଆକର୍ଷଣୀୟ ପୁରସ୍କାରର ମିଶ୍ରଣ ଦେଖିବାକୁ ମିଳିଥିଲା...
Read more








