Our Correspondent

ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସାଢ଼େ ୭ ଘଣ୍ଟା

ଭୁବନେଶ୍ୱର: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରୁ ଆଜି ରତ୍ନ ଅଳଙ୍କାର ସବୁକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ସହାୟତା ୧୧ ଜଣିଆ ତଦାରଖ କମିଟି ଦ୍ୱାରା ଏହି ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି । ଭିତରେ ୩ଟି ସିନ୍ଦୁକ ଓ ୪ଟି ଆଲମିରାରେ...

Read more

କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ସବୁ ବିଧାୟକଙ୍କୁ ମିଳିଛି ସରକାରୀ ବିଭାଗର ଦାୟିତ୍ୱ । ସଂପୃକ୍ତ ବିଭାଗଗୁଡ଼ିକର କାର୍ଯ୍ୟକଳାପକୁ ସେମାନେ ଜଗିବେ । ଏହି ଦାୟିତ୍ୱ ଘୋଷଣା ହେବା ପରେ କିଛି ବିଧାୟକଙ୍କ ଖୁସି କହିଲେ ନ...

Read more

ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

ଭୁବନେଶ୍ୱର: ରାଜ୍ୟରେ ଏଥର ସରକାର ଗଢ଼ିବାରେ ସଫଳ ହୋଇ ନ ଥିବା ବିଜେଡି ୫୧ ବିଧାନସଭା ଆସନ ପାଇଛି । ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା...

Read more

ଅବସର ପରେ ପୁନଃନିଯୁକ୍ତ ବାବୁଙ୍କ ଉପରୁ ମୋହ ତୁଟୁନି !

ଭୁବନେଶ୍ୱର: ଗତ ସରକାରରେ ତୃତୀୟ ମହଲାର ଆଶୀର୍ବାଦ ଥିବା ଅଧିକାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି(ରି-ଏନଗେଜମେଣ୍ଟ) ମିଳିବା ଏକ ସାଧାରଣ ଘଟଣା ହୋଇଥିଲା । ଯୋଗ୍ୟ ଅଧିକାରୀଙ୍କ ଅଭାବ ନ ଥିଲେ ମଧ୍ୟ ସରକାର ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନଙ୍କ ଚିନ୍ତାରେ ବେଶୀ...

Read more

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଲା । ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ ।...

Read more

ଏ କି ନ୍ୟାୟ? ମାଡ଼ ଖାଇଥିବା ଏଏସଓଙ୍କ ବଦଳି

ଭୁବନେଶ୍ୱର: ରାଜଭବନରେ କାର୍ଯ୍ୟ କରୁଥିବା ଏଏସଓ ବୈକୁଣ୍ଠ ପ୍ରଧାନଙ୍କର ଗୃହ ବିଭାଗକୁ ବଦଳି ହୋଇଯାଇଛି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ସହଯୋଗୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ସେ ଲହୁ...

Read more

ଉତ୍କଣ୍ଠା ଗଲା, ରତ୍ନଭଣ୍ଡାର ଖୋଲିଲା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନା, ଉତ୍କଣ୍ଠା ଓ ଗୁଲିଗପର ଘଟିଲା ଅବସାନ । ଦୀର୍ଘ ୩୯ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର । ୧୧ ଜଣିଆ ଉଚ୍ଚସ୍ତରୀୟ ଦଳ ରତ୍ନଭଣ୍ଡାର ଭିତର ସ୍ଥିତି ଯାଞ୍ଚ କରି ଫେରିଛନ୍ତି । ଟ୍ରେଜେରୀରେ ଥିବା...

Read more
Page 200 of 981 1 199 200 201 981