ଅବସର ପରେ ପୁନଃନିଯୁକ୍ତ ବାବୁଙ୍କ ଉପରୁ ମୋହ ତୁଟୁନି !
ଭୁବନେଶ୍ୱର: ଗତ ସରକାରରେ ତୃତୀୟ ମହଲାର ଆଶୀର୍ବାଦ ଥିବା ଅଧିକାରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି(ରି-ଏନଗେଜମେଣ୍ଟ) ମିଳିବା ଏକ ସାଧାରଣ ଘଟଣା ହୋଇଥିଲା । ଯୋଗ୍ୟ ଅଧିକାରୀଙ୍କ ଅଭାବ ନ ଥିଲେ ମଧ୍ୟ ସରକାର ଅବସରପ୍ରାପ୍ତ ଅଧିକାରୀଙ୍କ ଥଇଥାନଙ୍କ ଚିନ୍ତାରେ ବେଶୀ...
Read more








