Our Correspondent

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।...

Read more

ଗୁମର ଖୋଲିଲାନି ଗୁମର କଥା !

ଭୁବନେଶ୍ୱର: ଭି.କେ.ପାଣ୍ଡିଆନଙ୍କ ଭାବମୂର୍ତ୍ତି ତିଆରି ପାଇଁ କ୍ରିଏଟିଭ୍ ଏଜେନ୍ସିମାନଙ୍କୁ କୁଆଡ଼େ ୫୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା । ଏହି ଏଜେନ୍ସୀମାନେ ହେଲେ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଏଲିନୋରା ଇମେଜ୍ ପ୍ରାଇଭେଟ୍ ଲିମିଟେଡ, ନବୀନ ବାବୁଙ୍କ ଫିଜିଓଥେରାପିଷ୍ଟ୍ ଶ୍ରଦ୍ଧାଙ୍କ ଟିସିଏମ୍, ନାନୁ...

Read more

ବିଜେଡିରେ ଅଶୋକ, ଅନନ୍ତ ବିଭୀଷଣ?

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ବରିଷ୍ଠ କର୍ପୋରେଟର ଅମରେଶ(ବାଇଁଆ) ଜେନା ଗତକାଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଲକ୍ଷ୍ୟ କରି ବିଭୀଷଣ କହିଥିବା ବେଳେ ଆଜି ଅନ୍ୟତମ ବରିଷ୍ଠ କର୍ପୋରେଟର ବିରଞ୍ଚି (ଲିଟୁ)...

Read more

ଓଡ଼ିଆରେ ହେବ ସରକାରୀ କାର୍ଯ୍ୟ

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କରିବାର ୨୨ ଦିନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନର ତୃତୀୟ ମହଲାରେ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସୁଥିବା ଚାମ୍ବରକୁ ସେ ବ୍ୟବହାର କରିଛନ୍ତି ।...

Read more

‘ମୋ ବସ୍’ ରେ ବୁଲିଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି । ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି...

Read more

ଦରଦାମ ବୃଦ୍ଧି ବିରୋଧରେ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ବିପର୍ଯ୍ୟୟ ପରେ ଏକପ୍ରକାର ସ୍ଥାଣୁ ହୋଇଯାଇଥିବା ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ଦଳ ଅଣ୍ଟା ଭିଡ଼ିଛି । ରାଜ୍ୟର ବିଜେପି...

Read more

ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଋଣବୋଝରେ ଭାରାକ୍ରାନ୍ତ ଜଣେ ପ୍ରଫେସର ପୁଅ ତାଙ୍କ ବୃଦ୍ଧ ବାପାଙ୍କୁ ଛୁରି ଭୁଷି ହତ୍ୟା କରିଛି । ତାହା ପୁଣି ନିଜ ମା' ଙ୍କ ସାମନାରେ । ପୁଅ...

Read more
Page 246 of 1023 1 … 245 246 247 … 1,023