Our Correspondent

୮ ଅଧିକାରୀଙ୍କୁ ବଦଳି ଆଦେଶ

ଭୁବନେଶ୍ୱର: ୨ ଆଇଏଏସ୍ ଅଧିକାରୀ ଏବଂ ୫ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି ଆଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିସନ । ସେମାନଙ୍କୁ ନିର୍ବାଚନ କାମ ନ ଥିବା ସ୍ଥାନରେ ଅବସ୍ଥାପିତ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ କମିସନ...

Read more

ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ୮ଟି ଲୋକସଭା ଏବଂ ୪୯ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ନାଁ ରହିଛି । ପ୍ରଶାସକରୁ ରାଜନେତା ବନିଥିବା ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ।...

Read more

ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଆଜି ଘୋଷଣା କରାଯାଇଛି । ତାଲିକାରେ ୧୧୨ ଜଣ ପ୍ରାର୍ଥୀ ଅଛନ୍ତି । କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ତାଲିକା ଘୋଷିତ ହୋଇଛି । ଏହି ତାଲିକାର...

Read more

ଆଉ ନାହାନ୍ତି ଶାନ୍ତିଲତା ବାରିକ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଆଉ ନାହାନ୍ତି । ତାଙ୍କ କଣ୍ଠରୁ ଆଉ ଶୁଭିବନି ଭାବପୂର୍ଣ୍ଣ ଭଜନ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୮ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୬୫ ବର୍ଷ ହୋଇଥିଲା...

Read more

କଂଗ୍ରେସ ଛାଡ଼ିଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: କଂଗ୍ରେସକୁ ଆଉ ଏକ ବଡ଼ ଝଟକା । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ...

Read more

୮୦ ଆସନ ପାଇଁ ବି ବିଜେପି ପ୍ରାର୍ଥୀ ପାଉନି: ବିଜେଡି

ଭୁବନେଶ୍ୱର: ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ବିଜେପି ପ୍ରାର୍ଥୀ ପାଉନି । ସେଥିପାଇଁ ଏ ଯାଏଁ ଜଣେ ପ୍ରାର୍ଥୀଙ୍କ ନାମ ବି ଘୋଷଣା କରିପାରିନି । ଏହା ହିଁ ବାସ୍ତବିକ ସତ୍ୟ ବୋଲି ଗତକାଲି ବିଜେଡି ଜାତୀୟ ମୁଖପାତ୍ର ଡ. ସସ୍ମିତ୍...

Read more

କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

ଭୁବନେଶ୍ୱର/ଯାଜପୁର: ବିଜେଡି ଯୁବନେତା ତଥା ଉଦ୍ୟୋଗୀ ସୁବ୍ରତ ଛାଟୋଇଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରିଛି । ଆଜି ବଡ଼ି ସକାଳୁ ଶ୍ରୀ ଛାଟୋଇଙ୍କର ନୟାପଲ୍ଲୀସ୍ଥିତ ବାସଭବନ, ସିଆରପି ଛକରେ ଥିବା ପ୍ରତିଷ୍ଠିତ କୋଚିଂ ଅନୁଷ୍ଠାନ...

Read more
Page 276 of 1023 1 … 275 276 277 … 1,023