Our Correspondent

ବିଜେଡିରେ ଚିରଞ୍ଜୀବୀ, ସୁକାନ୍ତ, ବୃନ୍ଦାବନ

ଭୁବନେଶ୍ୱର: ଆଜି ବିଜେଡିରେ ମିଶିଛନ୍ତି କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ ପୂର୍ବତନ ବିଧାୟକ ଏବଂ ଜଣେ ଏବେକାର ବିଧାୟକ । ସେମାନେ ହେଉଛନ୍ତି ଚିରଞ୍ଜୀବ ବିଶ୍ୱାଳ, ବୃନ୍ଦାବନ ମାଝୀ ଏବଂ ସୁକାନ୍ତ ନାୟକ । ଶଙ୍ଖ ଭବନଠାରେ ଆୟୋଜିତ ପୃଥକ...

Read more

କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

ଭୁବନେଶ୍ୱର: ଓଡ଼ିଶାରୁ ବାକି ଥିବା ଆଉ ତିନୋଟି ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକରୁ ଭର୍ତ୍ତୃହରି ମହତାବ, ଯାଜପୁରରୁ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ଏବଂ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି ।...

Read more

ଖୋର୍ଦ୍ଧା ବିଜେପିରେ ଅପରାଜିତା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଖୋର୍ଦ୍ଧା ବିଜେପିରେ ଅସନ୍ତୋଷର ନିଆଁ ଜଳିଛି । ଏକଦା ଜେଲ୍ ରେ ତାଙ୍କର ସ୍ଥାନ ନିରୂପଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ଦିଆଯିବ ବୋଲି ଘୋଷଣା କରି ସେ ତୀବ୍ର ବିରୋଧର...

Read more

ସିରିଜ୍ ଇସ୍ତଫା: ବିଜେଡି ଛାଡ଼ିଲେ ଅନୁଭବ, ଆକାଶ

-ବିଜେପିରେ ପ୍ରିୟଦର୍ଶୀ ମିଶ୍ର -ବିଜେଡିରେ କେ. ସୁରିଆ ରାଓ -ବିଜେପିରେ ରଶ୍ମୀ ମହାପାତ୍ର -କଂଗ୍ରେସ ଛାଡ଼ିଲେ ଚିରଞ୍ଜିବୀ ବିଶ୍ୱାଳ ଭୁୁବନେଶ୍ୱର: ସାଧାରଣ ନିର୍ବାଚନ ବେଳେ ଦଳ ଡିଆଁଡିଇଁ ଏକ ସାଧାରଣ କଥା । ଏହିକ୍ରମରେ ଆଜି ଦିନକରେ ବଡ଼ ବଡ଼ ଚେହେରା...

Read more

ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କ୍ରମାଗତ ଅବହେଳା କରାଯାଉଥିବା...

Read more

ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସେ...

Read more

ପଦ୍ମ ଧରିଲେ ‘ଭଗ୍ନହୃଦୟୀ’ ଭର୍ତ୍ତୃହରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭଗ୍ନହୃଦୟରେ ବିଜେଡି ଛାଡ଼ିଥିବା ସାଂସଦ ଭର୍ତ୍ତୃହରି ମହତାବ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ବହୁ ଆଗରୁ ବିଜେପି ସହ ହୃଦୟ ଯୋଡ଼ି ସାରିଥିବା ଏହି ୬ ଥରିଆ ସାଂସଦ ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ...

Read more
Page 277 of 1023 1 … 276 277 278 … 1,023