Our Correspondent

ବିଜେଡିରେ ମିଶିଲେ ଇରାନୀ ରାୟ

ଭୁବନେଶ୍ୱର: ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ଇରାନୀ ରାୟ ଆଜି ବିଜେଡିରେ ଯୋଗଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ନୟାଗଡ଼ରୁ ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୬୬,୬୦୦ ଭୋଟ ପାଇଥିଲେ । ଅରୁଣ ସାହୁଙ୍କୁ କଡ଼ା ଟକ୍କର ଦେଇ...

Read more

ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ

ଭୁବନେଶ୍ୱର: ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବିଜେପି ଘୋଷଣା କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ । ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ...

Read more

ଟିକେଟ ଓ ପଦପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି: ବିଜେଡି

ଭୁୁବନେଶ୍ୱର: କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେଡିରେ ତାଙ୍କ ହୃଦୟ ଭାଙ୍ଗିଯିବାରୁ ସେ ଦଳଠାରୁ ସମ୍ପର୍କ ଛିନ୍ନ କଲେ ବୋଲି କହିଥିଲେ । ଦଳର ପରିଚାଳନାକୁ ନେଇ ପ୍ରଶ୍ନ କରିଥିଲେ । ତେବେ ବିଜେଡି...

Read more

ବିଜେଡି ସବୁ ଆସନରେ ଲଢ଼ିବ: ବବି

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ବିଜେଡି ବି ଆଜି ପୂର୍ଣ୍ଣଚ୍ଛେଦ ପକାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ 'ଏକ୍ସ' ପୋଷ୍ଟର ଜବାବରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ...

Read more

ଏକାକୀ ଲଢ଼ିବ ବିଜେପି:ମନମୋହନ

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଜର ଏକ୍ସ ଆକାଉଣ୍ଟରେ ସେ ଏହାକୁ ସ୍ପଷ୍ଟ କରିଛନ୍ତି । ବିଜେପି ଏଥର ସମସ୍ତ...

Read more

ବିଜେଡି ଛାଡ଼ିଲେ ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ବିଜେଡିର ୬ ଥରିଆ ସାଂସଦ ଭର୍ତ୍ତୃହରି ମହତାବ ଆଜି ସେହି ଦଳ ଛାଡ଼ିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । କଟକଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି...

Read more

ଦାମବାବୁ ଚାଲିଗଲେ

ଭୁୁବନେଶ୍ୱର: ବର୍ଷୀୟାନ୍ ରାଜନେତା ଡାକ୍ତର ଦାମୋଦର ରାଉତ ଆଉ ଇହ ଜଗତରେ ନାହାନ୍ତି । ଗୁରୁତର ଅସୁସ୍ଥ ଦାମବାବୁ ସ୍ଥାନୀୟ କିମସ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ସକାଳ ୫ଟା ୨୩ ମିନିଟ୍ ରେ ଆଖି ବୁଜି ଦେଇଛନ୍ତି ।...

Read more
Page 279 of 1023 1 … 278 279 280 … 1,023