Our Correspondent

ସ୍କୁଲ ପାଚିକାଙ୍କ ଦରମା ୨ ହଜାର ହେଲା

ଭୁୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ପାଚିକା ତଥା ସହାୟିକା ଭାବେ କାମ କରୁଥିବା କର୍ମଚାରୀଙ୍କ ପାରିଶ୍ରମିକ ରାଶି ୬୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି...

Read more

ଚୌଦ୍ୱାରରେ ୩ ହଜାର କୋଟିର ଟେକ୍ସଟାଇଲ୍ କମ୍ପ୍ଲେକ୍ସ

ଭୁବନେଶ୍ୱର: ଚୌଦ୍ୱାରରେ ଶିଳ୍ପାୟନ ପୁର୍ନବିକାଶ । ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସନ ଏଠାରେ ପ୍ରତିଷ୍ଠା କରିବାକୁ ଯାଉଛି ଏକ ବୃହତ୍ତର ଟେକ୍ସଟାଇଲ କମ୍ପ୍ଲେକ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ୩ ହଜାର ୫୦...

Read more

ପ୍ରଶାସନ ନିଦାବିଷ୍ଣୁ, ସରକାର ଶୁଣିବେ କି?

ଭୁବନେଶ୍ୱର: ସମାଜର ତଳସ୍ତରର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଯୋଜନା ହୋଇଥାଏ । ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରଶାସନ କଳ ଅଛି । ନୀତି ନିୟମ ଭିତରେ ସରକାରୀ ବାବୁମାନେ ନିଜ ଦାୟିତ୍ୱ ତୁଲାଇବା କଥା...

Read more

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ତାରାକାନ୍ତ ମଲ୍ଲିକ (୪୨ବର୍ଷ) ଦୀର୍ଘ ୭ବର୍ଷ ପୂର୍ବରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ସୁଦୂର ମାଲେସିଆକୁ ଯାଇଥିଲେ । କିନ୍ତୁ, ସେଠାରେ ପହଞ୍ଚିଲା ପରେ କଥା ଓଲଟା ହୋଇଯାଇଥିଲା...

Read more

ସେସାର ରେୟେସ ଓ ଗୋବିନ୍ଦ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଗୁଏତମାଲାର ପୂର୍ବତନ ଉପରାଷ୍ଟ୍ରପତି ସେସାର ଗୁଲେରମୋ କାସିଲେ ରେୟେସ ଓ ଶ୍ରୀ ରାମକ୍ରିଷ୍ଣ ଏକ୍‍ସପର୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଗୋବିନ୍ଦ ଭାଇ ଲାଲ୍‍ଜୀ ଭାଇ ଢୋଲକିଆଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା...

Read more

ମିଶନ ଶକ୍ତି ମହିଳାଙ୍କୁ ମିଳିବ ୧ ହଜାର ଟଙ୍କା

୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଭୁବନେଶ୍ୱର: ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ ୭୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ଏହି...

Read more

ବିଜେଡିରେ ମିଶିଲେ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: ଦୁଇଦିନ ତଳେ କଂଗ୍ରେସ ଦଳ ଛାଡ଼ିଥିବା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ହଜାରରୁ ଅଧିକ ସମର୍ଥକଙ୍କ ସହ ସେ ଶଙ୍ଖ ଧରିଛନ୍ତି । ବିଜେଡି...

Read more
Page 293 of 1023 1 … 292 293 294 … 1,023