ଦଣ୍ଡରୁ ମୁକୁଳିଲେ ବିଷ୍ଣୁ ସେଠୀ
ଭୁବନେଶ୍ୱର: ଦୁର୍ନୀତି ମାମଲାରେ ସିବିଆଇ ଛାଟ ପାଇଥିବା ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦଣ୍ଡମୁକ୍ତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ୧୪ ମାସ ହେଲା ଦଣ୍ଡ ଭୋଗୁଥିବା ବିଷ୍ଣୁପଦଙ୍କୁ ଅପେକ୍ଷାକୃତ ସମ୍ମାନଜନକ ପଦକୁ...
Read more








