Our Correspondent

କାମିଆ ନୁହଁନ୍ତି, ଟାର୍ଗେଟ୍ ପାଣ୍ଡିଆନ୍!

"ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜାଣତରେ ହେଉ କିମ୍ବା ଅଜାଣତରେ ମହାପ୍ରଭୁଙ୍କ ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳା ନ ଯାଉ ।'' -ଧର୍ମେନ୍ଦ୍ର ପ୍ରଧାନ "ଆପଣ...

Read more

ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ: ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ

ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ...

Read more

୨୨ରେ ଦେଶବ୍ୟାପୀ ପ୍ରତିବାଦ: ଏକାଠି ହେଲେ ଇଣ୍ଡିଆ ମେଣ୍ଟଭୁକ୍ତ ଓଡ଼ିଶାର ବିରୋଧି ଦଳ

ଭୁବନେଶ୍ୱର: ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପୀ ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି । ଆଜି...

Read more

କଟକ ଗସ୍ତରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାମର ସମୀକ୍ଷା କରିଛନ୍ତି । ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା...

Read more

ଭିଡିଓକୁ ନେଇ ମିଛ ନାଟକ କରୁଛନ୍ତି ବିଜେପି ନେତା: ବିଜେଡି

ଭୁବନେଶ୍ୱର: କର୍ଲି ଟେଲସ୍ ପ୍ରତିଷ୍ଠାତା ତଥା ସାମ୍ବାଦିକା କାମିୟା ଜାନିଙ୍କ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବସି ମହାପ୍ରସାଦ ସେବନ ଘଟଣାକୁ ରାଜ୍ୟ ବିଜେପି ବିବାଦ ଭିତରକୁ ଟାଣିଛି ।...

Read more

ଅମୀୟ ପାଣ୍ଡବ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସୋସିଆଲ୍ ମିଡିଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଅମୀୟ ପାଣ୍ଡବ । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ଅମୀୟଙ୍କ ସହ ଆଉ ୪ ଜଣଙ୍କୁ ସୋସିଆଲ୍ ମିଡିଆ ରାଜ୍ୟ ସଂଯୋଜକ ଭାବେ...

Read more

ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପାହାଡ଼

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଆଖି ଖୋସିଲା ଭଳି ଚାରି ଚାରିଟା କୋଠା । ପାଞ୍ଚ ପାଞ୍ଚଟି ପ୍ଲଟ୍ । ପୈତୃକ ସ୍ଥାନ ବ୍ରହ୍ମପୁରରେ ଚକଚକିଆ କୋଠା । ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସର ସାଜ୍ଜସଜ୍ଜାରେ ରାଜକୀୟ ଛାପ । ଦାମୀ ଆସବାବପତ୍ରରେ...

Read more
Page 319 of 1024 1 … 318 319 320 … 1,024