କଟକ ପାଇଁ ୫୩୫୧ ପ୍ରକଳ୍ପ, କେନ୍ଦ୍ରାପଡ଼ା ପାଇଁ ୩୩୫୩ ପ୍ରକଳ୍ପ
ଭୁବନେଶ୍ୱର: ଚତୁର୍ଥ ଦିନରେ ଆଜି କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀରେ ୫୩୫୧ ପ୍ରକଳ୍ପ ପାଇଁ ୧୮୬ କୋଟି ୫୦...
Read more








