ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ
ଭୁବନେଶ୍ୱର: ଗତକାଲି ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରିରୁ ଅବସର ନେଇଥିବା ଭି.କେ.ପାଣ୍ଡିଆନଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ '୫-ଟି' ଏବଂ ଫ୍ଲାଗସିପ୍ କାର୍ଯ୍ୟକ୍ରମ 'ନବୀନ ଓଡ଼ିଶା' ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି...
Read more








