Our Correspondent

ମଧୁ ବାବୁ ପେନସନ୍ ଯୋଜନାରେ ଆଉ ୪.୧୩ ଲକ୍ଷ ସାମିଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମଧୁ ବାବୁ ପେନସନ୍ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ବ୍ୟକ୍ତି ସାମିଲ ହୋଇଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ଅନ୍ୟାନ୍ୟ ଅଫିସରଙ୍କ ଜିଲ୍ଲାଗସ୍ତ ବେଳେ ଆପତ୍ତି ଅଭିଯୋଗ ଏବଂ ମୋ ସରକାର ଫିଡବ୍ୟାକ୍...

Read more

ନବୀନଙ୍କୁ ପ୍ରଶଂସା କଲେ ଶାହ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଢ଼େର୍ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ନକ୍ସଲ ଦମନରେ ରାଜ୍ୟ ସରକାରଙ୍କ ସଫଳତା ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର...

Read more

ଭୁୁବନେଶ୍ୱରରେ ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ୧୧ଟା ୫୫ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତାଙ୍କ ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି । ବିମାନବନ୍ଦରଠାରେ ଦଳୀୟ କର୍ମୀମାନଙ୍କ ପକ୍ଷରୁ ଗୃହମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।...

Read more

ହିରୋ ହୋଇଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ମୋଦୀ ସାଙ୍ଗିଆ ମାମଲାରେ ଆଜି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ତଳକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହି ନ୍ୟାୟରେ ରାହୁଲଙ୍କ ଲୋକସଭା ସଭ୍ୟପଦ ଫେରି ଆସିଛି । ଲୋକସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ସାଂସଦ ଭାବେ...

Read more

ଘୋଷଣା ହେଲା ମନମୋହନଙ୍କ ଟିମ୍

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣାକୁ ନେଇ ଲାଗିରହିଥିବା ଦ୍ୱନ୍ଦର ଅବସାନ ଘଟିଛି । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି ସଭାପତି ମନମୋହନ ସାମଲ । ଏହି ତାଲିକାରେ...

Read more

ଅତୃପ୍ତ ସୌମ୍ୟଙ୍କ କଲମ ବଦଳ !

ଭୁବନେଶ୍ୱର: ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦଳବଦଳକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ଏହାକୁ ଆହୁରି ରୋଚକ କରିଛି ତାଙ୍କର କଲମ ବଦଳ ଚର୍ଚ୍ଚା । ମନ୍ତ୍ରୀ ପଦ ନ ପାଇ ବିଜେଡିରେ ବୀତସ୍ପୃତ ସୌମ୍ୟ ନିଜ ଖବରକାଗଜକୁ ପ୍ରତିଶୋଧର ଅସ୍ତ୍ର...

Read more
Page 359 of 1024 1 … 358 359 360 … 1,024