Our Correspondent

ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦% ବଢ଼ିଲା

ଭୁବନେଶ୍ୱର: ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ଫାଇଲ୍ କୁ ଆଜି ଅନୁମୋଦନ କରିଛନ୍ତି । ଏହାଦ୍ୱାରା...

Read more

ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡରେ ଆଉ ୫୦ ବର୍ଗ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ହେଲେ...

Read more

‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ କେବେ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବିକୁ ସଂସଦରେ ପୁଣି ଉଠାଇଛି ବିଜୁ ଜନତା ଦଳ । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଡ. ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଅବିଳମ୍ବେ ଏହା ବିଚାର କରିବାକୁ ଅନୁରୋଧ...

Read more

‘The Sea & Seven Villages’ ସିନେମାକୁ ଆଉ ଏକ ସଫଳତା

ଭୁବନେଶ୍ୱର: ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ.."କୁ ମିଳିଛି ଆଉ ଏକ ସଫଳତା । ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବ *ଜାଗରଣ...

Read more

୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।  ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ ଅନୁଗୁଳ - ସଦାଶିବ...

Read more

ମୋଦୀ ସରକାରଙ୍କ ସମର୍ଥନରେ ବିଜେଡି

ଭୁବନେଶ୍ୱର: ନରେନ୍ଦ୍ର ମୋଦୀ ସରକାରଙ୍କୁ ବିଜେଡିର ଖୋଲା ସମର୍ଥନ । ମଣିପୁର ହିଂସା ଘଟଣାରେ ମିଳିତ ବିରୋଧୀ ଦଳ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଦଳ ଭୋଟ ଦେବ । ସେହିଭଳି ସଂସଦରେ ଦିଲ୍ଲୀ ସର୍ଭିସେସ୍ ବିଲ୍ କୁ ମଧ୍ୟ...

Read more

ଓଏଏସ୍ ପାଇଲେ କିସ୍‍ର ୩ ଛାତ୍ର

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ...

Read more
Page 360 of 1024 1 … 359 360 361 … 1,024