Our Correspondent

ମହାପ୍ରଭୁ ଉପାସରେ ରହିଲେ

ଭୁବନେଶ୍ୱର: ସମନ୍ୱୟ ଅଭାବରୁ ଏବର୍ଷର ରଥଯାତ୍ରାରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ୍ ଦେଖିବାକୁ ମିଳିଛି । ପବିତ୍ର ରଥଯାତ୍ରା ଦିନରେ ତିନି ରଥ ଶରଧାବାଲିରେ ପହଞ୍ଚି ପାରି ନ ଥିଲା ବେଳେ ଆଜି ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଥିଲା । ମଙ୍ଗଳ...

Read more

କାଲି ଓଡ଼ିଶା ଆସିବେ ନଡ୍ଡା

ଭୁବନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ସେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଯାଇ ବରଗଡ ଲୋକସଭା...

Read more

ଯାଦୁଆ ହାତରେ ଯାଦୁମଲମ !

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିଛନ୍ତି । ନାଁ ନ ନେଇ ସେ ଖୋଲା ଚାଲେଞ୍ଜ କରିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିଥିବାରୁ ଏଥିରେ ହାଇକମାଣ୍ଡଙ୍କ ଅନୁମତି ଥିବା...

Read more

ପାଣ୍ଡିଆନ୍ ଙ୍କୁ ଭୟ ନା ରାଗ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଙ୍କୁ ବିଜେପି ନେତାଏ ପୁଣି ଡରିଲେଣି କି? ନା ରାଗିଛନ୍ତି? 'ପୁଣି' ଏଇଥିପାଇଁ କହୁଛୁ ଯେ ଗତ ସାଧାରଣ ନିର୍ବାଚନ ପ୍ରଚାରରେ ନିର୍ଦ୍ଦିଷ୍ଟ ବିଜେପି ନେତାଙ୍କର ମୁଖ୍ୟ ଟାର୍ଗେଟ୍ ରେ ଥିଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ...

Read more

ବଢ଼ିଲା ଖରାଛୁଟି: ଜୁନ୍ ୨୧ ରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡ଼ିକରେ ଖରାଛୁଟିକୁ ବଢ଼େଇ ଦେଇଛନ୍ତି । ଜୁନ୍ ୧୯ ପରିବର୍ତ୍ତେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି...

Read more

କନ୍ଧମାଳ ଗସ୍ତରେ ୫-ଟି ସଚିବ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା...

Read more
Page 371 of 1024 1 … 370 371 372 … 1,024