ଯୌନ ନିର୍ଯ୍ୟାତନା: ଓଡ଼ିଆ ଆଇପିଏସ୍ ରାଜେଶ ଦାସଙ୍କୁ ଜେଲ୍
ଚେନ୍ନାଇ/ଭୁବନେଶ୍ୱର: ତାମିଲନାଡୁ କ୍ୟାଡରର ଓଡ଼ିଆ ବରିଷ୍ଠ ଆଇପିଏସ୍ ଅଫିସର ରାଜେଶ ଦାସଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜେଲ୍ ଦଣ୍ଡ ହୋଇଛି । ଜଣେ ମହିଳା ପୁଲିସ ଅଫିସରଙ୍କ ଅଭିଯୋଗ ଉପରେ ତାମିଲନାଡୁର ଭିଲ୍ଲୁପୁରମ୍ କୋର୍ଟ ପୂର୍ବତନ ସ୍ପେଶାଲ୍ ଡିଜିପି ଶ୍ରୀ ଦାସଙ୍କୁ...
Read more








