Our Correspondent

ସନା ମହାକୁଡ଼ଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ବିଧାୟକ, ଅର୍ଥବଳୀ ନେତା ସନାତନ ମହାକୁଡ଼ଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । କେନ୍ଦୁଝର, ଯୋଡା ଏବଂ ଭୁବନେଶ୍ୱରର ୧୦ଟି ଜାଗାରେ ଏକକାଳୀନ ଚଢ଼ଉ ଚାଲିଛି । କୋଟି କୋଟି ଟଙ୍କାର ଟିକସ...

Read more

ପାଣ୍ଡିଆନ୍ ଙ୍କ ଗଜପତିଙ୍କ ଗସ୍ତର ଦ୍ୱିତୀୟ ଦିନ

ଭୁବନେଶ୍ୱର: ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ୱିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ । ଜଳସେଚନ...

Read more

ବିଜେଡି ତୁଣ୍ଡରେ ଅପରାଜିତାଙ୍କ ପ୍ରଶଂସା !

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଶୁଣିଲେ ବିଜେଡି ଏକଦା ନାକ ଟେକୁଥିଲା । ତାଙ୍କ ଅହଂକାରକୁ ପ୍ରଶ୍ନ ଉଠାଉଥିଲା । କୋଭିଡ୍ କାଳରେ ଆଇନକୁ ଭାଙ୍ଗିଥିବା ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ୍ କରି ତାଙ୍କୁ ଦାଣ୍ଡରେ ବସାଇଥିଲା । ଅପରାଜିତା ବି...

Read more

ବିଜେପି ନେତାଙ୍କ ଅହଂକାର ଲଢ଼େଇ !

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପର୍କ ରାଜ୍ୟ ବିଜେପି ମହଲରେ ସମସ୍ତଙ୍କୁ ଜଣା । ଧର୍ମେନ୍ଦ୍ରଙ୍କ କ୍ଷମତା ଓ ପ୍ରତିପତ୍ତିକୁ ଅପରାଜିତା ନାକ ଟେକୁଥିଲା ବେଳେ ଅପରାଜିତାଙ୍କ ଅହଂକାରକୁ ଧର୍ମେନ୍ଦ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି...

Read more

୩ ବର୍ଷରେ ସରିବ ବିଜୁ ଏକ୍ସପ୍ରେସ୍ ୱେ-୨

ଭୁବନେଶ୍ୱର: ବିଜୁ ଏକ୍ସପ୍ରେସ୍ ୱେ-୧ ର ନିର୍ମାଣ କାର୍ଯ୍ୟ ସଫଳତାର ସହ ସରିବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ୍ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଦୁଇଦିନିଆ ଗଜପତି ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)...

Read more

କାଲି ଝାରସୁଗୁଡ଼ା ଭୋଟ୍

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାତି ପାହିଲେ ହେବ ଭୋଟ୍ । ବୁଧବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୯୭ ଟି ସ୍ଥାନରେ ୨୫୩ ବୁଥ୍ ରେ ଭୋଟିଂ ହେବ । ସମୁଦାୟ...

Read more

‘ଆମେ ଭଲ ବନ୍ଧୁ, ରାଜନୈତିକ ଚର୍ଚ୍ଚା କରିନୁ’

ଭୁବନେଶ୍ୱର: ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା । ତେବେ ଏଥିରେ...

Read more
Page 384 of 1024 1 … 383 384 385 … 1,024