ଅଚିହ୍ନା ଶବପାଇଁ ସାହାରା ସାଜିଲା ‘ଶେଷ ସାଥି’
ଭୁବନେଶ୍ୱର: ଗତ ଜାନୁଆରୀ ୧୪ତାରିଖରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନ ନ୍ୟାୟପାଳିକା ଅନ୍ତର୍ଗତ କୁଆଖାଇ ନଦୀରେ ୩୫ବର୍ଷିୟ ଜନୈକ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଚିହ୍ନଟ ଉଦ୍ଦେଶ୍ୟରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିଲା। ଶେଷରେ, ପରିଚୟ ନ ମିଳିପାରିବାରୁ ପୋଲିସ,...
Read more








