Our Correspondent

୨୯ଟି ନୂଆ ଥାନା ଉଦଘାଟିତ

ଭୁବନେଶ୍ୱର: ରାଜ୍ୟରେ ୨୯ଟି ନୂଆ ଥାନା କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଆଜି ଏଗୁଡ଼ିକୁ ଉଦଘାଟନ କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ଦୃଢ଼ୀଭୂତ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା...

Read more

‘ଜୟ ଓଡ଼ିଶା’ ପକ୍ଷରୁ ଉଠାକୋକାନୀଙ୍କୁ ଆପ୍ରନ୍ ବଣ୍ଟନ

ଭୁବନେଶ୍ୱର: ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଅଗ୍ରଣୀ ସାମାଜିକ ସଂଗଠନ "ଜୟ ଓଡ଼ିଶା'' ଏକ ଭଲ ପଦକ୍ଷେପ ନେଇଛନ୍ତି । ରୁଚି ଫୁଡଲାଇନ, ରେଜ ଫାଉଣ୍ଡେସନ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ସହଯୋଗରେ ଭୁବନେଶ୍ୱରର ଉଠା ଦୋକାନ(...

Read more

ଅର୍ଚ୍ଚନା ନାଗର ଆଲିସାନ୍ କୋଠା ଜବତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍ ରେ ରହିଛି ମୋଟ ୨୨୪୧ ପୃଷ୍ଠା । ଏଥିରେ ମୁଖ୍ୟ...

Read more

ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୨୫ କୋଟି ଟଙ୍କା ସୁଧ ଫେରସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ...

Read more

ଧର୍ମଶାଳା ଅଞ୍ଚଳରେ ମେଗା ସ୍ୱାସ୍ଥ୍ୟ ମେଳା

ଧର୍ମଶାଳା: ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ତ୍ରୟୋଦଶ ବାର୍ଷିକ ଅବସରରେ ଏକ ସ୍ୱାସ୍ଥ୍ୟ ମେଳା ମିର୍ଜାପୁର ଗ୍ରାମପଞ୍ଚାୟତରେ ଶ୍ୟାମସୁନ୍ଦର ହାଇସ୍କୁଲ ପାଖ ପଡିଆରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ...

Read more

ଓଡ଼ିଶା ଅବକାରୀ ବିଭାଗକୁ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-ଟି କାର୍ଯ୍ୟକ୍ରମର ସୁଫଳ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦେଖିବାକୁ ମିଳୁଛି । ଏହିକ୍ରମରେ ଓଡ଼ିଶା ଅବକାରୀ ବିଭାଗ ଜାତୀୟସ୍ତରରେ ସଫଳତା ହାସଲ କରିଛି । ଓଡ଼ିଶା ଅବକାରୀ ବିଭାଗକୁ "ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର'...

Read more

ବିଜ୍ଞାପନରେ ମୋଦୀଙ୍କ ଫଟୋ ନ ଥିବାରୁ ଆପତ୍ତି

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରମୁଖ ଖବରକାଗଜଗୁଡ଼ିକରେ ଆଜି ଏଥିପାଇଁ ଫୁଲ୍ ପେଜ୍ ବିଜ୍ଞାପନ ବାହାରିଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଫଟୋ...

Read more
Page 416 of 1024 1 … 415 416 417 … 1,024