Our Correspondent

ଶିବସୁନ୍ଦର ଦାସ ବିସିସିଆଇ ଚୟନକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ କଂଣ୍ଟ୍ରୋଲ୍ ବୋର୍ଡ ଆଜି ନୂଆା ଚୟନକର୍ତ୍ତା ତାଲିକା ପ୍ରକାଶ କରିଛି । ଓଡ଼ିଆ କ୍ରିକେଟିୟର୍ ଶିବସୁନ୍ଦର ଦାସଙ୍କୁ ସିନିୟର୍ କ୍ରିକେଟ୍ ଦଳର ଚୟନକର୍ତ୍ତା ନିଯୁକ୍ତି ଦିଆଯାଇଛି । ଇଷ୍ଟ ଜୋନ୍ ରୁ ତାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ମିଳିଛି...

Read more

ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ପ୍ରତୀକ୍ଷାର ଅବସାନ ଘଟିଛି । ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା ଆଜିଠୁ ଆରମ୍ଭ ହୋଇଛି । ଆଲାଏନ୍ସ ଏୟାର ବିମାନ ଉଡ଼ାଣକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି ।...

Read more

୨୬,୭୨୨ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦୦୧ କୋଟିର ଋଣ

ଭୁବନେଶ୍ୱର: ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ । ମିଶନ ଶକ୍ତିର ମା ମାନଙ୍କ ପାଇଁ ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨...

Read more

ପିଏମଜିକେୱାଇ ଯୋଜନା ବନ୍ଦ: ବିଜେଡିର ଆପତ୍ତି, ବିଜେପିର କଟାକ୍ଷ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେୱାଇ)କୁ କେନ୍ଦ୍ର ସରକାର ବନ୍ଦ କରିଦେଇଥିବାରୁ ବିଜୁ ଜନତା ଦଳ ଆପତ୍ତି ଉଠାଇଛି । ଏଥିଯୋଗୁଁ ୫ କେଜି ମାଗଣା ଚାଉଳ ପାଇବାରୁ ଗରିବଙ୍କୁ ବଞ୍ଚିତ କରାଯାଇଛି । ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ...

Read more

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ । ସେହିଭଳି ଫେବ୍ରୁଆରୀ ୨୦ରୁ ନବମ ଶ୍ୟେଣୀ ପରୀକ୍ଷା ହେବ । ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ...

Read more

ରାଉରକେଲା ହକି ଷ୍ଟାଡିୟମ୍ ଲୋକାର୍ପିତ

ରାଉରକେଲା/ଭୁବନେଶ୍ୱର: ରାଉରକେଲାଠାରେ ନବନିର୍ମିତ ହକି ଷ୍ଟାଡିୟମ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ଏହି ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ବୋଲି କୁହାଯାଇଛି ।...

Read more

ଓଡ଼ିଶାରେ ୫-ଜି ସେବା ପ୍ରଚାରସର୍ବସ୍ୱ ନ ହେଉ: ବିଜେଡ଼ି

ଭୁବନେଶ୍ୱର: ଆଜି ଓଡ଼ିଶାର ଦୁଇଟି ସହର କଟକ ଓ ଭୁବନେଶ୍ୱରରେ ଯେଉଁ ୫-ଜି ସେବାର ଶୁଭାରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଏଯାଏଁ ୨-ଜି ଓ ୩-ଜି ସେବା ଉପଲବ୍ଧ ନାହିଁ । ଫଳରେ ଲୋକେ...

Read more
Page 417 of 1024 1 … 416 417 418 … 1,024