Our Correspondent

ଶୃଙ୍ଖଳିତ ରଥଯାତ୍ରାର ଶ୍ରେୟ ମିଳିଲା

ଭୁବନେଶ୍ୱର: ପ୍ରଥମେ ଅସମ୍ଭବରୁ ସମ୍ଭବ ହୋଇଥିବା ଏବର୍ଷର ରଥଯାତ୍ରା କୋଭିଡ୍ ନିୟମ ଭିତରେ ସବୁଠାରୁ ଶୃଙ୍ଖଳିତ ହୋଇପାରିଛି । ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ରଥଯାତ୍ରା, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିନା ଭକ୍ତରେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ନବଦିନ ଯାତ୍ରା...

Read more

ରାଜ୍ୟରେ ୯ ହଜାର ଟପିଲା କରୋନା

ଭୁବନେଶ୍ୱର: ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ ଭୟଙ୍କର ରୂପ ନେଇଛି କରୋନା । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଆଉ ଘରେ ସୀମିତ ନାହିଁ କରୋନା । ଦୋକାନ, ଅଫିସ୍, ଥାନା, ହସ୍ପିଟାଲ୍ ସବୁଠି ପଶିଲାଣି । ଶୁକ୍ରବାର ଦିନ...

Read more

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

ସୁରୁଖୁରୁରେ ସରିଲା ବଡ଼ଠାକୁରଙ୍କ ନବଦିନ ଯାତ୍ରା ପୁରୀ: ଘୋଷଯାତ୍ରାର ଅନ୍ତିମପର୍ବ ନୀଳାଦ୍ରି ବିଜେ ଆଜି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ନବଦିନ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଦାମୂର୍ତ୍ତୀ । ରଥ ଉପରୁ ପ୍ରଥମେ ରତ୍ନବେଦୀ ଯାଇଥିଲେ ସୁଦର୍ଶନ ।...

Read more

ଭୁବନେଶ୍ୱରରେ ଆଉ ୪୫ ପଜିଟିଭ୍

ଭୁବନେଶ୍ୱର: ଆଇଗିଣିଆରୁ ହଂସପାଳ । ଚନ୍ଦ୍ରଶେଖରପୁରରୁ ନୂଆଗାଁ । ଭୁବନେଶ୍ୱରର ଆଉ କେଉଁ ଅଞ୍ଚଳକୁ ଛାଡ଼ିନାହିଁ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ଅଛନ୍ତି ୪୫ ଜଣ...

Read more

କରୋନା କଟକଣା: ଏବର୍ଷ ବୋଲବମ୍ ଯାତ୍ରା ବନ୍ଦ, କଟକ ସହର ବୁଧବାର ଯାଏ ସଟଡାଉନ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏବର୍ଷର ବୋଲବମ୍ ଯାତ୍ରାକୁ ବନ୍ଦ ଘୋଷଣା କରାଯାଇଛି । ଶ୍ରାବଣ ମାସ ପ୍ରଥମ ସୋମବାରର ଠିକ୍ ଦୁଇଦିନ ପୂର୍ବରୁ ରାଜ୍ୟ ସରକର ଏହି ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର...

Read more

ଗଞ୍ଜାମ ସ୍ଥିତି ଜଟିଳ: କୋଭିଡ୍ ପରିଚାଳନା ପାଇଁ ୨ ଆଇଏଏସ୍, ୬ ଓଏଏସ୍ ଙ୍କୁ ପଠାଗଲା

ଭୁୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ପାର୍ କରିଥିବା ବେଳେ ୨୦ ଜଣ ମୃତ୍ୟୁବରଣ କଲେଣି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର...

Read more

ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା ଆଉ ୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ...

Read more
Page 426 of 759 1 425 426 427 759