Our Correspondent

ପଦ୍ମପୁର ପାଇଁ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ଉଭୟ ଦଳରୁ ୪୦ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି । ବିଜେଡି ତାଲିକାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Read more

ଟିକସ ମୁକ୍ତ ହେଲା ‘ଦମନ’

ଭୁବନେଶ୍ୱର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ...

Read more

ବାଲିଯାତ୍ରା ବିଭ୍ରାଟ, ବର୍ଷିଲେ ପ୍ରଭାତ

ଭୁବନେଶ୍ୱର/କଟକ: ଗତକାଲି ଶେଷ ହୋଇଥିବା କଟକର ଐତିହାସିକ ବାଲିଯାତ୍ରା ଆୟୋଜନରେ ବିଭ୍ରାଟକୁ ନେଇ ବର୍ଷିଛନ୍ତି କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ବାଲିଯାତ୍ରା ଆୟୋଜନରୁ ସେ ଦୁର୍ନୀତିର ଗନ୍ଧ ବାରିବା ସହ...

Read more

କିଟ୍‍ର ରୌପ୍ୟ ଜୟନ୍ତୀ ଉଦ୍‍ଘାଟିତ

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି(କିଟ୍‍) ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ (ସଏଲ୍‍ ଟୁ ସିଲ୍‍ଭର) ବୁଧବାର ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତବର୍ଷ କିଟ୍‍ ତାର ରୌପ୍ୟ ଜୟନ୍ତୀ ପାଳନ...

Read more

ଜୋର୍ ଧରିଲା ଫସଲ ବୀମା ରାଜନୀତି

କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି, ଜବାବ ଦେଲା ବିଜେଡି ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ମାହୋଲର ଉଷ୍ମତାକୁ ବଢ଼ାଇ ଦେଇଛି ପ୍ରଧାନମନ୍ତ୍ରୀ ଫସଲ ବୀମା ରାଜନୀତି । ୩ ଦିନ ହେଲା ଏହାକୁ ନେଇ ଟୁଇଟ୍, ବୟାନବାଜି ଚାଲିଛି । ଏବେ କେନ୍ଦ୍ର କୃଷିମନ୍ତ୍ରୀ...

Read more

ଶେଷ ଦିନରେ ନାମାଙ୍କନ ଭରିଲେ

୧୩ ଜଣ ନାମାଙ୍କନ ଦାଖଲ କଲେ ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁରରେ ପ୍ରାର୍ଥୀପତ୍ର ଦାଖଲର ଛକାପଂଝା ସରିଲା । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଆଳରେ କାଲି ପର୍ଯ୍ୟନ୍ତ କେହି ନାମାଙ୍କନ ଭରି ନ ଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ପ୍ରାର୍ଥୀମାନେ...

Read more

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ୧୦୦ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ...

Read more
Page 431 of 1024 1 … 430 431 432 … 1,024