ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ
ଭୁୁବନେଶ୍ୱର: ଧାମନଗର ବିଜେଡିରେ ବିଦ୍ରୋହ । ଦଳୀୟ ନିଷ୍ପତ୍ତିକୁ ଚାଲେଂଜ କଲେ ରାଜେନ୍ଦ୍ର ଦାସ । ଉପନିର୍ବାଚନ ପାଇଁ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ରାଜେନ୍ଦ୍ର ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୧୦ଟାରେ ଭଦ୍ରକସ୍ଥିତ...
Read more








