Our Correspondent

ସମ୍ଭାବ୍ୟ ବାତ୍ୟା: ୨୨ ପରେ ଚିତ୍ର ସ୍ପଷ୍ଟ ହେବ

ଭୁବନେଶ୍ୱର: ଓଡ଼ିଶାକୁ ଆଉ ଏକ ବାତ୍ୟା ବିପଦର ସମ୍ଭାବନା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା...

Read more

ଚର୍ଚ୍ଚାରେ ରାଜୁ ଦାସଙ୍କ ଷ୍ଟାର୍ କ୍ୟାମ୍ପନର୍ ତାଲିକା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ମଇଦାନରୁ ହଟିଲେନି ବିଜେଡି ବିଦ୍ରୋହୀ ରାଜେନ୍ଦ୍ର ଓରଫ ରାଜୁ ଦାସ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ତାଙ୍କ ଉପରେ ସମସ୍ତଙ୍କ ନଜର ଥିଲା । ମାତ୍ର ସେ ନିଷ୍ପତ୍ତି ବଦଳାଇନାହାନ୍ତି । ତାଙ୍କୁ ମିଶାଇ...

Read more

ହାଇଦ୍ରାବାଦରେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଦ୍ରାବାଦରେ ଆଜି ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଭାଗ ନେବା ଲାଗି...

Read more

ଠିକା ନିଯୁକ୍ତି ନିୟମିତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଚୁକ୍ତିଭିତ୍ତିକ(ଠିକା) ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ଏବଂ ସବୁ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯିବା ନେଇ ରାଜ୍ୟ କ୍ୟାବିନେଟ୍ ର ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆଜି ସାଧାରଣ...

Read more

୭୭ ବର୍ଷରେ ନବୀନ

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ସମଗ୍ର ଭାରତବର୍ଷର ଅଦ୍ୱିତୀୟ ନେତା । କୋଟି କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି । କ୍ରମାଗତ ୫ ଥରର ମୁଖ୍ୟମନ୍ତ୍ରୀ । ସଫଳତାର ଏହି ମହାନାୟକ ନବୀନ ପଟ୍ଟନାୟକଙ୍କର...

Read more

ଐତିହାସିକ ନିଷ୍ପତ୍ତି: ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ

ଭୁୁବନେଶ୍ୱର: ଠିକା ନିଯୁକ୍ତି ଯୁଗ ଶେଷ ହୋଇଛି । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇଛି । ରାଜ୍ୟରେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ...

Read more

ବିଭିନ୍ନ ଦଳର ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିସନଙ୍କ ପାଖକୁ ପଠାଇଛନ୍ତି । ବିଜେଡି ଏବଂ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା କରିଥିବା ବେଳେ କଂଗ୍ରେସ ୩୦ ଜଣିଆ...

Read more
Page 441 of 1025 1 … 440 441 442 … 1,025