ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟିଲା ପ୍ରକାଶକ ସଂଘ
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଓ ସର୍ବବୃହତ୍ତ ପ୍ରକାଶନ ସଂଘ ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ (UPBA)ର ଏକ ପ୍ରତିନିଧି ଦଳ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଭେଟି ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପୁସ୍ତକମେଳା...
Read more








