Our Correspondent

୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା ହୋଇଛି । ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ୭୫ ହଜାର୨୨୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରର...

Read more

ପ୍ରଣବ ପ୍ରକାଶ ଓସିଏ ସଭାପତି ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ) ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ । ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ୟାନେଲରେ...

Read more

ଓଡ଼ିଶା ଉପକୂଳରୁ ୨୦୦ କିମି ଦୂରରେ ଯିବ ବାତ୍ୟା

ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ବିପଦ ନାହିଁ । ସମ୍ଭାବ୍ୟ ବାତ୍ୟା ଉପକୂଳ ନ ଛୁଇଁ ସମାନ୍ତରାଳ ଭାବେ ଗତି କରିବ । ଧାମରାଠାରୁ ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ...

Read more

ସର୍ବନିମ୍ନ ମଜୁରୀ ପରିମାଣ ବଢ଼ିଲା

ଭୁବନେଶ୍ୱର: ସର୍ବନିମ୍ନ ମଜୁରୀ ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ। ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର...

Read more

କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ OPD Unit, Casuality ଓ Trauma Care, 5 ଶଯ୍ୟା ବିଶିଷ୍ଟ...

Read more

ଜୟପୁର ଏୟାରପୋର୍ଟକୁ ମିଳିଲା ଲାଇସେନସ

ଭୁବନେଶ୍ୱର: ଏଣିକି କୋରାପୁଟର ଜୟପୁରକୁ ଉଡିବ ବିମାନ । ରାଜ୍ୟର ଚତୁର୍ଥ ଏୟାରପୋର୍ଟ ଭାବେ ଜୟପୁରକୁ ମିଳିଛି ଏରୋଡ୍ରମ ଲାଇସେନସ । ଉଡାନ୍ ଯୋଜନାରେ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିଦେ୍ର୍ଦଶାଳୟ(ଡିଜିସିଏ) ସୂଚନା ଦେଇଛନ୍ତି...

Read more

ଯୁବତୀଙ୍କ ମାନବିକତା; ଦୁର୍ଘଟଣାରେ ଛଟପଟ ଯୁବତୀଙ୍କ ଜୀବନ ବଞ୍ଚାଇଲେ..

ଭୁବନେଶ୍ୱର: ରାସ୍ତା ମଝିରେ ଦୁର୍ଘଟଣାରେ ପଡି ଯୁବତୀଜଣଙ୍କ ଛଟପଟ ହେଉଥିଲେ । ଲୋକମାନେ କେବଳ ଚାହିଁ ଦେଇ ଚାଲିଯାଉଥିଲେ । ସେଠାରେ ଅଟକି ଯୁବତୀଙ୍କୁ ଉଦ୍ଧାର କରିବାର ମାନବିକତା ସେମାନଙ୍କ ପାଖରେ ନ ଥିଲା । ଏତିକିବେଳେ ରାସ୍ତାରେ ଯାଉଥିବା ଆଉ...

Read more
Page 439 of 1025 1 … 438 439 440 … 1,025