Our Correspondent

ବିଏସଇ ଓପନିଂ ବେଲ୍ ବଜାଇବେ ନବୀନ

ଭୁବନେଶ୍ୱର: ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓପନିଂ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନିଆ ମୁମ୍ବାଇ ଗସ୍ତକାଳରେ ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ରହିଛି । ଦଲାଲ ଷ୍ଟ୍ରିଟ୍ ରେ ଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚକୁ...

Read more

କଳିଙ୍ଗ ସେନା: ହେମନ୍ତ ରଥଙ୍କ ନେତୃତ୍ୱରେ ନୂଆ ଟିମ୍

ଭୁବନେଶ୍ୱର: କଳିଙ୍ଗ ସେନାର ସାଂଗଠନିକ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଦଳର ସଭାପତି ଭାବେ ହେମନ୍ତ ରଥ ପୁନଃ ନିର୍ବାଚିତ ହୋଇଛନ୍ତି । ୭ ଉପସଭାପତି, ୮ ସାଧାରଣ ସମ୍ପାଦକ, ୯ ସମ୍ପାଦକ ଏବଂ ୭ ଜଣ ରାଜ୍ୟ କମିଟିକୁ...

Read more

୮୦% ଆତ୍ମହତ୍ୟା ରୋକାଯାଇପାରିବ

ଭୁବନେଶ୍ୱର: ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ ସେମାନଙ୍କର ମାନସିକ ସ୍ଥିତି ବିଷୟରେ କେତେକ ସଂକେତ ଦେଇଥାନ୍ତି । ତେବେ ଏଭଳି ସଂକେତ ପାଇବା କ୍ଷଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଆତ୍ମହତ୍ୟାଜନିତ...

Read more

ସିବିଆଇ ଛାଟ ଦେଖାଇଲେ ଟୁଡୁ

ଭୁବନେଶ୍ୱର: ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ର ସରକାର ନିଜର ସ୍ୱାର୍ଥ ପାଇଁ ବିରୋଧୀଙ୍କ ପଛରେ ଲଗାଇବା ଅଭିଯୋଗ ବହୁ ପୁରୁଣା । ମୋଦି ସରକାର ଅମଳରେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ମାତ୍ରାଧିକ ହୋଇଯାଇଥିବା ଅଭିଯୋଗ ମଧ୍ୟ...

Read more

ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଫିପା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ହୋଷ୍ଟ ସିଟି ଲୋଗୋ ଆଜି ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଅକ୍ଟୋବର ୧୧ ରୁ ଅକ୍ଟୋବର...

Read more

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର

ଭୁବନେଶ୍ୱର: ଆଜି କିସ୍‍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି...

Read more
Page 451 of 1025 1 … 450 451 452 … 1,025