Our Correspondent

ରେକର୍ଡ: ବାବୁଙ୍କ ଘରୁ ମିଳିଲା ନଗଦ ୪୧.୭୭ ଲକ୍ଷ

ଭୁବନେଶ୍ୱର: ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ସନ୍ତୋଷ କୁମାର ଦାସ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କ ଘରେ ଭିଜିଲାନସ୍ ଚଢ଼ଉ କରି ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି । ଜଣେ ସରକାରୀ କର୍ମଚାରୀଙ୍କ...

Read more

ଯାଜପୁରରେ ରକ୍ତଦାନ ଭ୍ୟାନ୍ ଓ ସିଲେଇ ମେସିନ୍ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର: ଜୟ ଓଡିଶା, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଏବଂ କୋଭିଡ ଆକ୍ସନ କୋଲାବ ର ମିଳିତ ଉଦ୍ୟମରେ ଆଜି ଯାଜପୁର ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | କାର୍ଯ୍ୟକ୍ରମର ଶୁଭାରମ୍ଭ ଦିନ, ରକ୍ତ ଦାନ ଏବଂ ଟିକାକରଣ ପାଇଁ ସମସ୍ତ ଆନୁଷଙ୍ଗିକ...

Read more

ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ସୋନପୁର ଓ ବୌଦ୍ଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା...

Read more

ଗ୍ୟାସ୍ ଦର ହ୍ରାସ୍ ପାଇଁ ବିଜେଡ଼ିର ଡେଡଲାଇନ୍

ଭୁୁବନେଶ୍ୱର: ରନ୍ଧନ ଗ୍ୟାସ୍ ର ଅହେତୁକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଲାଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ନଭେମ୍ବର ୩୦ ସୁଦ୍ଧା ଦର ହ୍ରାସ୍ କର । ନଚେତ୍ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି...

Read more

ମହଙ୍ଗା ପଡ଼ିପାରେ ପୁରୀ ଅଣ୍ଡାମାଡ଼

ଭୁବନେଶ୍ୱର: ସ୍ଥାନ, କାଳ, ପାତ୍ର ଭୁଲିଗଲାଣି ବିଜେପି । ମହାପ୍ରଭୁଙ୍କ କାର୍ଯ୍ୟରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରିକେଡ୍ ଉପରକୁ ଆଜି ଅଣ୍ଡାମାଡ଼ କରିଛି । ଏହି ସ୍ପର୍ଶକାତର ଘଟଣାଟି ଆଜି ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।...

Read more

ଶ୍ରୀକ୍ଷେତ୍ରରେ ଯୋଡିହେଲା ଐତିହାସିକ ଅଧ୍ୟାୟ

ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/ପୁରୀ: ଓଡ଼ିଶା ତଥା ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ମରଣୀୟ ମୁହୁର୍ତ୍ତ । ଶ୍ରୀକ୍ଷେତ୍ର ଇତିହାସରେ ଯୋଡିହେଲା ଐତିହାସିକ ଅଧ୍ୟାୟ । ଓଡ଼ିଆଙ୍କ ଚଳନ୍ତି ଠାକୁର ମହାପ୍ରଭୁଙ୍କ ପାଇଁ ମହାଯୋଜନାର ସେହି ପ୍ରତୀକ୍ଷିତ ମୁହୁର୍ତ୍ତ ଆଜି...

Read more

ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଆଜି ସଂଧ୍ୟାରେ ଅଚାନକ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ନ୍ୟୁଜ୍ ୭ ରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ...

Read more
Page 529 of 1025 1 … 528 529 530 … 1,025