Our Correspondent

୬ଟି ବୁଥ୍ ରେ ମତଦାନ ନୋହିଲା, ସୋରଡ଼ାରେ ଇଭିଏମ୍ ଭାଙ୍ଗିଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିଂ କର୍ମଚାରୀଙ୍କ ତ୍ରୁଟି...

Read more

ନବୀନଙ୍କ ସମେତ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କାଲି

ଭୁୁବନେଶ୍ୱର: ହିଜିଂଳି ଓ ବିଜେପୁର ଦୁଇ ଦୁଇଟି ଆସନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାଲି ଦେବେ ଭାଗ୍ୟ ପରୀକ୍ଷା । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ...

Read more

ନବୀନଙ୍କ ଥଣ୍ଡା ମିଜାଜ; ରାଉରକେଲାରେ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚକୁ ସହଯୋଗ କଲେ

ଭୁବନେଶ୍ୱର: ସେ ଜଣେ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ବିଜେପିର ସର୍ବେସର୍ବା । ତାଙ୍କ ପାଇଁ ଆଇନ କାନୁନର ପ୍ରତିବନ୍ଧକ ନାହିଁ । ବିନା ବାଧକରେ ନିର୍ବାଚନ ପ୍ରଚାର ପାଇଁ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇପାରିବେ । ନିର୍ବାଚନ କମିଶନଙ୍କ ଫ୍ଲାଇଂ...

Read more

ଭାଇରାଲ୍ ଭିଡ଼ିଓ: ଅଭିଯୁକ୍ତ ସାମ୍ବାଦିକଙ୍କୁ ରିମାଣ୍ଡରେ ଆଣିଲା କେନ୍ଦୁଝର ପୁଲିସ

କେନ୍ଦୁଝର: କେନ୍ଦୁଝରର ବିଜେଡ଼ି ସାଂସଦ ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ଫେକ୍ ସେକ୍ସ ଭିଡ଼ିଓ ଭାଇରାଲ୍ ମାମଲାର ଛାନଭିନ୍ ଚଳାଇଛି ପୁଲିସ । ଏହି ମାମଲାରେ ଗିରଫ ଚତୁର୍ଥ ଅଭିଯୁକ୍ତ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କୁ ଆଜି ଦୁଇଦିନିଆ ରିମାଣ୍ଡରେ ଆଣିଛି କେନ୍ଦୁଝର...

Read more

ଭୁବନେଶ୍ୱରରେ ମୋଦିଙ୍କ ବିଶାଳ ରୋଡ ସୋ

ଭୁବନେଶ୍ୱର: ରାଜଧାନୀରେ ଆଜି ଶକ୍ତି ଦେଖାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ ସୋ କରି ଲୋକଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି । ଏୟାରପୋର୍ଟରୁ ଗଙ୍ଗନଗର, ଓୟୁଏଟି, ସୌଭାଗ୍ୟନଗର ରାସ୍ତା ହୋଇ ବରମୁଣ୍ଡା ଯାଇଥିଲେ ମୋଦି । ମୋଦିଙ୍କୁ...

Read more

ପୁଲିସ ଉପରକୁ ଉହୁଁକିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡ଼ିଓ…

ଭୁବନେଶ୍ୱର: ସେ ଜଣେ ଦାୟିତ୍ୱସମ୍ପନ୍ନ କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଆଜି ପର୍ଯ୍ୟନ୍ତ ବୁଝିପାରିନାହାନ୍ତି । ଭାଷଣବାଜିରେ ଅଫିସର, ପୁଲିସଙ୍କୁ ନାଲିଆଖି ଦେଖାଇ ଗାଳି ଦେବା ସତେ ଯେଭଳି ତାଙ୍କର ସ୍ୱଭାବ ହୋଇଯାଇଛି । କିଛି ଦିନ ତଳେ ଲକ୍ଷ୍ମୀପୁରରେ...

Read more

ଏ କି ପ୍ରଚାର.. ଚିହ୍ନ ‘ଶଙ୍ଖ’, ଦଳ ‘ଆମ ଓଡ଼ିଶା ପାର୍ଟି’

ଖଣ୍ଡପଡ଼ା: ସୌମ୍ୟରଂଜନ ପଟ୍ଟନାୟକଙ୍କ ଦଳ ଓ ନିର୍ବାଚନ ଚିହ୍ନକୁ ନେଇ ଖଣ୍ଡପଡ଼ାରେ ମଜାଦାର ଘଟଣା ଦେଖିବାକୁ ମିଳିଛି । ନିର୍ବାଚନମଣ୍ଡଳୀର କିଛି ଜାଗାରେ ସୌମ୍ୟଙ୍କୁ ଆମ ଓଡ଼ିଶା ପାର୍ଟିର ପ୍ରାର୍ଥୀ ଦର୍ଶାଯାଇ ଶଙ୍ଖ ଚିହ୍ନରେ ଭୋଟଭିକ୍ଷା କରାଯାଉଛି । ଭାପୁର ବ୍ଲକ୍...

Read more
Page 555 of 764 1 554 555 556 764