ଅବସର ନେଲେ ଅଲପନ, ମମତାଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ
କୋଲକତା: ମୋଦି ଓ ଦିଦିଙ୍କ ମଧ୍ୟରେ ଚାଲିଥିବା ଛକାପଂଝାରେ ଆଜି ଆଉ ଏକ ନିର୍ଣ୍ଣାୟକ ଅଧ୍ୟାୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଜୋରଜବରଦସ୍ତ କେନ୍ଦ୍ରୀୟ ଡେପୁଟେସନ୍ ରେ ନେବା ଉଦ୍ୟମ ପଣ୍ଡ ହୋଇଛି ।...
Read more








