Our Correspondent

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅଧ୍ୟକ୍ଷ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ଆଉ ନାହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ ରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।...

Read more

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା...

Read more

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ସମ୍ ଅଲଟିମେଟ୍ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୮ ବର୍ଷ ହୋଇଥିଲା । ଜଣେ ସରଳ, ଅମାୟିକ,...

Read more

ଟିକା ସଙ୍କଟ: ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଟିକାର ଅଭାବ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ଗ୍ଲୋବାଲ୍ ଟେଣ୍ଡର ପ୍ରତି ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଅନାଗ୍ରହ ଦେଖାଇ କେନ୍ଦ୍ର ସରକାରଙ୍କ ସହ...

Read more

କୋଭିଡ୍ ରେ ଅନାଥ ମହିଳା ଓ ପିଲାଙ୍କୁ ୧୫ ଦିନରେ ପେନସନ୍

ଭୁୁବନେଶ୍ୱର: କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ । ସେହିପରି କୋଭିଡ ପରିସ୍ଥିତି ଦୃଷ୍ଟିରୁ...

Read more

ଗ୍ଲୋବାଲ୍ ଟେଣ୍ଡରରେ ଭାଗ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଟିକା କମ୍ପାନୀ!

ଭୁୁବନେଶ୍ୱର: ଟିକା କିଣିବା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନକୁ ସେଭଳି ରେସପନ୍ସ ମିଳୁନି । ଏପରିକି ଟିକା ଉତ୍ପାଦନକାରୀ ଭାରତୀୟ କମ୍ପାନୀ ସେରମ୍ ଏବଂ ଭାରତ ବାୟୋଟେକ୍ ପ୍ରି-ବିଡ୍ ମିଟିଂରେ ଅଂଶଗ୍ରହଣ କରିନାହାନ୍ତି । ଫାଇଜର ଏବଂ ମଡର୍ଣ୍ଣା...

Read more

ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷର ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ସ୍ଥିତିକୁ ଦେଖି ପରୀକ୍ଷା ବାତିଲ କରାଯାଇଥିବା କୁହାଯାଇଛି । ଦ୍ୱାଦଶ ପରୀକ୍ଷା...

Read more
Page 583 of 1024 1 … 582 583 584 … 1,024