Our Correspondent

ଏସଡିଜି ରିପୋର୍ଟକୁ ନେଇ ଅପରାଜିତା-ଅମର ମୁହାଁମୁହିଁ

ଭୁବନେଶ୍ୱର: ନୀତି ଆୟୋଗଙ୍କ ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜି ରାଙ୍କିଂରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡ଼ି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ଅମର ପଟ୍ଟନାୟକ...

Read more

ପୂର୍ବତନ ବିଧାୟକ ବିକ୍ରମ ବର୍ମାଙ୍କ ପରଲୋକ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ଦେହାନ୍ତ ହୋଇଛି । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ଏକ ଘରୋଇ ନର୍ସିଂହୋମ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି...

Read more

ଆରପାରିରେ ‘ଶଲାବୁଢ଼ା’

ସମ୍ବଲପୁର: ଭେଟେରାନ୍ କଳାକାର 'ଶଲାବୁଢ଼ା' ଫେମ୍ ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି । ୯୨ ବର୍ଷ ବୟସରେ ବୁର୍ଲା ବଡ଼ ମେଡ଼ିକାଲ୍ ରେ ଆଖି ବୁଜିଦେଇଛନ୍ତି । ଅଟଳ ବିହାରୀଙ୍କ ବିୟୋଗରେ ଓଡ଼ିଆ ମଞ୍ଚ ଓ ଫିଲ୍ମ ଜଗତରେ ଶୋକର...

Read more

ନୂଆ ଜୀବନ ପାଇଲେ ପ୍ରତୀକ୍ଷ

ଭୁବନେଶ୍ୱର : କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ । ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ । ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି...

Read more

ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଭୁବନେଶ୍ୱର: ଆଇସିଏସଇ ଏବଂ ସିବିଏସଇ ଭଳି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏବର୍ଷର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା...

Read more

ଅମ୍ରିତଙ୍କୁ ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଗଲା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ବ୍ରହ୍ମପୁରର ୨୪ ବର୍ଷୀୟ ଯୁବକ ଅମ୍ରିତ ପ୍ରଧାନଙ୍କୁ ଆଜି ଏୟାର ଆମ୍ବୁଲାନସ୍ ରେ ଚେନ୍ନାଇ ନିଆଯାଇଛି । ସେଠିକାର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସା କରାଯିବ । ଭୁବନେଶ୍ୱର ଏମସ୍...

Read more

ବୁଲା କୁକୁର, ଗାଈଗୋରୁଙ୍କ ପାଇଁ ଆଉ ୬୭ ଲକ୍ଷ ଟଙ୍କା

ଭୁବନେଶ୍ୱର: ଲକଡାଉନ୍ ରେ ବୁଲା କୁକୁର ଓ ଗାଈଗୋରୁଙ୍କ ଖାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆଉ ୬୭ ଲକ୍ଷ ୫୨ ହଜାର ଟଙ୍କା ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ମଂଜୁର...

Read more
Page 582 of 1024 1 … 581 582 583 … 1,024