Our Correspondent

ପଶ୍ଚିମବଙ୍ଗରେ ପୁଣି ଦିଦି !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ସରକାର ଗଢ଼ିବେ ମମତା ବାନାର୍ଜୀ । ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ୍ ପୋଲ୍ ରେ ଏହି ପୂର୍ବାନୁମାନ ଦିଆଯାଇଛି । ସେହିଭଳି କେରଳରେ ପିନାରାୟୀ ବିଜୟନ୍ ଏବଂ ଆସାମରେ ସର୍ବାନନ୍ଦ ସୋନାୱାଲା ସରକାର ପୁଣି କ୍ଷମତାକୁ ଫେରୁଥିବା...

Read more

ଆଉ ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟର ଦୁଇ ପ୍ରତିଷ୍ଠିତ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲ୍ ରେ ଆଖି ବୁଜିଥିଲା ବେଳେ ବିଶାଖାପାଟଣାର ଏକ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି ନକ୍ଷତ୍ର...

Read more

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍ କୁ ଭାରତର ସର୍ବୋଚ୍ଚ ସ୍ଥାନ

ଭୁବନେଶ୍ୱର: କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ...

Read more

ଆଉ ନାହାନ୍ତି ଯଶସ୍ୱୀ ମନୋଜ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ସାହିତ୍ୟ ଜଗତର ଯଶସ୍ୱୀ ମହାପୁରୁଷ । ୮୭ ବର୍ଷ ବୟସରେ ଆଖି ବୁଜିଦେଇଛନ୍ତି ଏହି ମହାନ୍ ସାରସ୍ୱତ ସାଧକ ମନୋଜ ଦାସ । ବାର୍ଦ୍ଧକ୍ୟ ଜନିତ ରୋଗ ପାଇଁ ପଣ୍ଡିଚେରୀ ଆଶ୍ରମ ହସ୍ପିଟାଲ୍ ରେ ଚିକିତ୍ସିତ...

Read more

ଜରୁରୀ ଔଷଧ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୋଭିଡ୍ ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ । ଏହି ଲଢ଼େଇ ଜିତିବା ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱର ସହ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରି...

Read more

ରୂପକୁମାର ପ୍ରଧାନଙ୍କ ‘JOYFUL RETIREMENT’ ପୁସ୍ତକ ଉନ୍ମୋଚିତ

ଭୁୁବନେଶ୍ୱର: ରାଜ୍ୟର ଜଣାଶୁଣା ଫାଇନାନସ୍ ପ୍ଲାନର୍ ତଥା ସ୍ମାର୍ଟମନ୍ତ୍ର ଫାଇନାନସିଆଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ରୂପକୁମାର ପ୍ରଧାନଙ୍କ ଦ୍ୱାରା ଲିଖିତ ପୁସ୍ତକ 'JOYFUL RETIREMENT-The 7 Step strategy for Healthy, Wealthy and Early Retirement' ଉନ୍ମୋଚିତ...

Read more

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ସମସ୍ତଙ୍କୁ ମାଗଣା ଟିକା

ଭୁୁବନେଶ୍ୱର: କରୋନା ଟିକାକରଣରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାହାର ଅବସାନ ଘଟାଇଛନ୍ତି । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ଟିକାକରଣର ଭାର ରାଜ୍ୟ ସରକାର...

Read more
Page 596 of 1024 1 … 595 596 597 … 1,024