Our Correspondent

କରୋନାରେ ଚାଲିଗଲେ ସାମ୍ବାଦିକ ଅମଜାଦ ବାଦଶାହା

ଝାରସୁଗୁଡ଼ା: ଓଡ଼ିଶାର ସାମ୍ବାଦିକ ଜଗତରୁ ଆଉ ଜଣେ ଉଜ୍ଜଳ ପ୍ରତିଭାଙ୍କୁ ଛଡ଼ାଇ ନେଇଛି କରୋନା । ପଶ୍ଚିମ ଓଡ଼ିଶାର ଜଣାଶୁଣା ସାମ୍ବାଦିକ ଅମଜାଦ ବାଦଶାହା କରୋନାରେ ଆଖି ବୁଜି ଦେଇଛନ୍ତି । ହସ୍ପିଟାଲ୍ ବେଡ୍ ରେ ଦୀର୍ଘ ଦୁଇ ସପ୍ତାହ କାଳ...

Read more

ମେ’ ୧୫ ଯାଏଁ କାଳିଆ ଦର୍ଶନ ବନ୍ଦ

ପୁରୀ: କରୋନା ସଂକ୍ରମଣ ଦୃଷ୍ଟିରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି । ମେ' ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଖୋଲା ରହିବ, ମାତ୍ର ସାଧାରଣ ଭକ୍ତମାନେ...

Read more

ଅକ୍ସିଜେନ ଯୋଗାଇଲା ଓଡ଼ିଶା

ଭୁବନେଶ୍ୱର: ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିଭିନ୍ନ ହସ୍ପିଟାଲ୍ ରେ ଅକ୍ସିଜେନ୍ ଅଭାବରୁ ହାହାକାର ପଡ଼ିଛି । କରୋନା ରୋଗୀମାନେ ଛଟପଟ ହୋଇ ମରୁଥିବାର ତୁହାକୁ ତୁହା ଦୃଶ୍ୟ ସମସ୍ତଙ୍କ ହୃଦୟ ଥରାଇ ଦେଉଛି । ଦେଶର ଏହି ସଙ୍କଟ ବେଳେ...

Read more

ବିଶ୍ୱକେଶନ ପିପିଲି କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପିପିଲିରୁ କଂଗ୍ରେସ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢ଼ିବେ ଯୁବନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ଏଆଇସିସି ପକ୍ଷରୁ ଆଜି ତାଙ୍କ ନାଁ ଘୋଷଣା କରାଯାଇଛି । ସ୍ୱର୍ଗତଃ ଅଜିତ ମଙ୍ଗରାଜଙ୍କ ଜାଗାରେ ବିଶ୍ୱକେଶନ ବିଜେଡ଼ିର ରୁଦ୍ର ପ୍ରତାପ ମହାରଥୀ ଏବଂ...

Read more

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ୱର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବୁଧବାର ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି। ପ୍ରତିବର୍ଷ ଟାଇମସ୍‍ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱର ଖ୍ୟାତି...

Read more

କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ଜାତୀୟ ରାଜପଥ-୧୬(ପୁରୁଣା ଜାତୀୟ ରାଜପଥ-୫) ସହିତ ସମାନ୍ତରାଳ ଭାବେ ପ୍ରତିଷ୍ଠା ହେବାକୁ ଯାଉଥିବା ୧୧୧.୨ କିଲୋମିଟର ଦୈର୍ଘ୍ୟର କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ (ସିଆରଆରଆର)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏହି ସମାନ୍ତରାଳ ରିଙ୍ଗରୋଡ୍‌...

Read more

ଦେଶର କୋଭିଡ୍ ଯୁଦ୍ଧରେ ସହଯୋଗର ହାତ ବଢ଼ାଇଲେ ନବୀନ

ଭୁବନେଶ୍ୱର: ଭୟଙ୍କର କୋଭିଡ୍ ମହାମାରୀରେ ଦେଶ ଜୁଝୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ସହଯୋଗର ହାତ ବଢ଼ାଇଛନ୍ତି । କୋଭିଡ୍ ଯୁଦ୍ଧରେ ଓଡ଼ିଶା ସବୁ...

Read more
Page 597 of 1024 1 … 596 597 598 … 1,024