Our Correspondent

ଫସିଗଲେ ଇଷ୍ଟକୋଷ୍ଟ୍ ରେଳ କର୍ତ୍ତୃପକ୍ଷ !

ଭୁବନେଶ୍ୱର: ରେଳ ମାନଚିତ୍ରରେ ଯୋଡି ହେବାକୁ କେନ୍ଦ୍ରାପଡ଼ାବାସୀ କେବେଠୁଁ ଚାତକ ଭଳି ଚାହିଁ ବସିଛନ୍ତି । ହରିଦାସପୁର-ପାରାଦ୍ୱୀପ ରେଳପଥରେ ତିନି ଥର ଟ୍ରାଏଲ୍ ଟ୍ରେନ୍ ଗଡ଼ାଇ ଏହା ଠିକ୍ ଥିବା କର୍ତ୍ତୃପକ୍ଷ ସାର୍ଟିଫିକେଟ୍ ଦେଇ ସାରିଛନ୍ତି । ଏହି ବହୁ ପ୍ରତୀକ୍ଷିତ...

Read more

ଅଗଷ୍ଟ ୩ ରୁ ଅନଲାଇନ ସାଟ୍ ଆଡ଼ମିସନ ପରୀକ୍ଷା

ଭୁବନେଶ୍ୱର: ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ୍ -୨୦୨୦) | ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ...

Read more

ଅମିତ୍ ଶାହାଙ୍କୁ କରୋନା, ଅମିତାଭ୍ ସୁସ୍ଥ ହେଲେ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘କରୋନା ଭାଇରସ୍ ର ଲକ୍ଷଣ ଦେଖିବା ପରେ ମୁଁ ନିଜର ସ୍ୱାବ୍ ଟେଷ୍ଟ କରାଇଥିଲି । ରିପୋର୍ଟ...

Read more

ଆଜି ୧୪୩୪ ଆକ୍ରାନ୍ତ,୧୦ ମୃତ: ଗଞ୍ଜାମରେ ମୃତ୍ୟୁ ୧୦୦ ପାର୍

ଭୁୁବନେଶ୍ୱର: ୨୯ଟି ଜିଲ୍ଲାରୁ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୪୫ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୮, ରାୟଗଡ଼ାରୁ ୧୯୭ ଏବଂ...

Read more

କିସ୍‌ରେ ପଢ଼ିବେ କନ୍ଧମାଳ ମାଟ୍ରିକ୍‌ ଟପ୍ପର

ଭୁବନେଶ୍ୱର: କିସ୍‌ରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍‌ ଟପ୍ପର ମୀନାକ୍ଷୀ ମଲ୍ଲିକ । ମାଟ୍ରିକ୍‌ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର...

Read more

ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ୍

ଭୁୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇସେନ୍ସ(ଆଇଏଲଏସ୍) ନିଦେ୍ର୍ଦଶକ ଅଜୟ ପରିଡ଼ା । ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ୍ ଠାବ କରାଯାଇଛି । ସେଗୁଡ଼ିକ ହେଲା 19A,19B, 20A, 20B, 20C...

Read more

ବ୍ରହ୍ମପୁରରେ ୩୦୦ ବେଡ୍ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍

ଭୁବନେଶ୍ୱର: ଗଞ୍ଜାମରେ କରୋନା ସଂକ୍ରମଣର ଗମ୍ଭୀରତା ଦୃଷ୍ଟିରୁ ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରାଯାଇଛି । ୧୫୦ ଲେଖାଏଁ ଶଯ୍ୟାର ଏହି ଦୁଇ ହସ୍ପିଟାଲ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି...

Read more
Page 677 of 1024 1 … 676 677 678 … 1,024