Our Correspondent

ଓଡ଼ିଶା ପାଇଁ ଗର୍ବ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ୍ ପାତ୍ର

ଭୁୁବନେଶ୍ୱର: ରାଜ୍ୟସଭାର ମର୍ଯ୍ୟାଦାଜନକ ଉପାଧ୍ୟକ୍ଷ ପ୍ୟାନେଲ୍ ରେ ସ୍ଥାନ ପାଇଛନ୍ତି ବିଜେଡ଼ି ସାଂସଦ ଡ. ସସ୍ମିତ୍ ପାତ୍ର । ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡ଼ିଆ ଯୁବ ସାଂସଦଙ୍କୁ ଏଭଳି ମର୍ଯ୍ୟାଦାପୂର୍ଣ୍ଣ ଗୁରୁଦାୟିତ୍ୱ ମିଳିବା ରାଜ୍ୟ ପାଇଁ ଗର୍ବର ବିଷୟ...

Read more

ପ୍ଲାଜମା ସଂଗ୍ରହ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ଚିକିତ୍ସାରୁ ଉତ୍ସାହଜନକ ସଫଳତା ଆସିଛି । ଏହି ଚିକିତ୍ସାରେ କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଞ୍ଚାର...

Read more

ଗଞ୍ଜାମ ସ୍ଥିତି: ରେଡ୍ ଜୋନ୍ ରେ ୧୪% ଗାଁ, ୬୨% ପୌରାଞ୍ଚଳ

ଆମେ ନିଶ୍ଚିତ ଜିତିବୁ: ଜିଲ୍ଲାପାଳ ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଗାଁଠାରୁ ସହରରେ ଅଧିକ କରୋନା ସଂକ୍ରମଣ ହୋଇଛି । ମାତ୍ର ୧୪ ପ୍ରତିଶତ ଗାଁ କରୋନା କବଳରେ ବ । ରେଡ୍ ଜୋନ୍ ରେ ଥିବା ବେଳେ ୬୨ ପ୍ରତିଶତ ପୌରାଞ୍ଚଳ...

Read more

୨୪ ଘଣ୍ଟାରେ ରେକର୍ଡ ୧୫୯୪ ପଜିଟିଭ୍: ଗଞ୍ଜାମ ୭୩୨, ଖୋର୍ଦ୍ଧା ୩୨୦

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଜାରି ରହିଛି । ଆଜି ସବୁ ରେକର୍ଡକୁ ଭାଙ୍ଗିଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୪୯, ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣଙ୍କର ମୃତ୍ୟୁ ହୋଇଛି...

Read more

‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାମୟିକ । ଟେଷ୍ଟିଂ ବଢ଼ୁଥିବାରୁ ଚିହ୍ନଟଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଏଥିନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି...

Read more

କରୋନାର ଗମ୍ଭୀର ସ୍ଥିତି

- ଦେଶରେ ଦିନକରେ ୪୫,୭୨୦ ଆକ୍ରାନ୍ତ,୧୧୨୯ ମୃତ - ରାଜ୍ୟରେ ୧୨୬୪ ଆକ୍ରାନ୍ତ, ୬ ମୃତ ଭୁବନେଶ୍ୱର: ଦେଶରେ ଭୟଙ୍କର ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରେକର୍ଡ ୪୫ ହଜାର ୭୨୦ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୯...

Read more

ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

ପାଠକ କିମ୍ବା ଦର୍ଶକଙ୍କୁ ମୂର୍ଖ ଭାବନି କିମ୍ବା ସେମାନଙ୍କୁ ବୋକା ବନାଇବାକୁ ଚେଷ୍ଟା କରନି । ନୈତିକତା ଓ ଉତ୍ତର ଦାୟିତ୍ୱ ଭୁଲି ବଡ଼ ସ୍କ୍ରିନରେ ଭୁଲ୍ କଲେ, ଖସିଯିବାର ସୁଯୋଗ ଆଉ ନାହିଁ । ବୁମ୍ ଧରି ପରିବା ହାଟରେ...

Read more
Page 682 of 1024 1 … 681 682 683 … 1,024