Our Correspondent

ବରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଉପହାର

ଭୁବନେଶ୍ୱର: ଗତ ଜାନୁଆରୀ ୨୧ ତାରିଖରେ ବରଗଡ଼ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଏକ କ୍ୟାନସର୍ ହସ୍ପିଟାଲ୍ ପ୍ରତିଷ୍ଠାର ଘୋଷଣା କରିଥିଲେ । ସେଦିନ ବରଗଡ଼ ଜିଲ୍ଲାର ମୁଖ୍ୟ ହସ୍ପିଟାଲ୍ ର ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ...

Read more

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା

ଭୁୁବନେଶ୍ୱର: ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ ହେବାକୁ ଥିବା ଐତିହ୍ୟ କରିଡ଼ର ଯୋଗୁଁ ପ୍ରଭାବିତ ହେବନାହିଁ ଶ୍ରୀମନ୍ଦିର ପରମ୍ପରା । ଶ୍ରୀମନ୍ଦିର ନୀତିକାନ୍ତି ଯେମିତି ଚାଲୁଛି ସେମିତି ଚାଲିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତସଚିବ ଡ. କ୍ରିଷନ୍ କୁମାର...

Read more

ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’

ଭୁୁବନେଶ୍ୱର: ଦୁବାଇରେ ଫସି ରହିଥିବା ୪ ଓଡ଼ିଆଙ୍କୁ ଶେଷରେ ଓଡ଼ିଶା ଫେରାଇ ଅଣାଯାଇଛି । ‘ମୋ ପରିବାର’ ପକ୍ଷରୁ ଦୀର୍ଘ ୨ ମାସର ନିରନ୍ତର ଉଦ୍ୟମ ପରେ ସେମାନେ ଉଦ୍ଧାର ପାଇଛନ୍ତି । ଉଦ୍ଧାର ହୋଇଥିବା ଯୁବକମାନେ ହେଲେ ଯାଜପୁର ଜିଲ୍ଲା...

Read more

ଅନୁଭବ ଦଳନରେ ଦଳୀୟ ବିଧାୟକ!

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଦନାମ କରିବା ପାଇଁ ରଚାଯାଇଛି ଭୟଙ୍କର ଷଡ଼ଯନ୍ତ୍ର । ବିରୋଧୀ ଶକ୍ତି ସହ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ତାଙ୍କ ଦଳର ଜଣେ (ଆକାଂକ୍ଷୀ) ନବାଗତ ବିଧାୟକ । ଅନୁଭବଙ୍କ ବିରୋଧରେ ଗୋଟାକ ପରେ...

Read more

ଅକ୍ଷମଣୀୟ ତ୍ରୁଟି

ଭୁୁବନେଶ୍ୱର: ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ବାବୁମାନେ ହୁଅନ୍ତୁ କି ବିଭାଗର ଟୁଇଟର ହ୍ୟାଣ୍ଡଲ୍ ପାଇଁ ନିଯୁକ୍ତ ସଂସ୍ଥା ହୁଅନ୍ତୁ ଜାଣିନାହାନ୍ତି ଓଡ଼ିଶା ପୁଲିସ ବିଭାଗର ମୁଖ୍ୟଙ୍କୁ । ବିଭାଗ ପକ୍ଷରୁ ପୋଷ୍ଟ ହୋଇଥିବା ଏକ ଟୁଇଟ୍ ଏଭଳି...

Read more

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

ଭୁୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ରେ କେତେକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଓଡ଼ିଶା ପାଇଁ ସେଭଳି ଆଶା ଦେଖିନାହାନ୍ତି...

Read more

ମଧ୍ୟମ ବର୍ଗଙ୍କ ପାଇଁ ଆୟକର ରିହାତି

ଥକିଗଲେ ନିର୍ମଳା, ପୂରା କରିପାରିଲେନି ବଜେଟ୍ ଭାଷଣ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ମଧ୍ୟମ ବର୍ଗଙ୍କୁ ରିହାତି ମିଳିଛି । ଆୟକର ସୀମାରେ ପରିବର୍ତ୍ତନ କରାଯାଇ ନ ଥିଲେ ମଧ୍ୟ ଟିକସ ହାରକୁ କମାଇ ଦିଆଯାଇଛି...

Read more
Page 763 of 1023 1 … 762 763 764 … 1,023