ବାତ୍ୟା ଉଜାଡ଼ିଲା କୁନି ସଂସାର, ୫ ପିଲାଙ୍କୁ ଧରି ସ୍କୁଲ ବାରଣ୍ଡାରେ
ଭୁବନେଶ୍ୱର: ୫ଟି ପିଲାଙ୍କୁ ଧରି ଛୋଟିଆ ଝାଟିମାଟି ଘରେ ମୁଣ୍ଡ ଗୁଜୁଂଥିବା ବିଧବା କୁନି ଦାସକୁ ବେସାହାରା କରିଦେଇଛି ପ୍ରଳୟଙ୍କରୀ ବାତ୍ୟା ‘ଫନି’ । ବର୍ଷ ବର୍ଷ ଧରି ସାହାରା କରିଥିବା ଦଦରା ମାଟି ଘରଟି ମାଟିରେ ମିଶିଯିବା ପରେ ଚିନ୍ତାମଣିଶ୍ୱର...
Read more








