Our Correspondent

ସିଇସିଙ୍କୁ ଭେଟିଲେ ନବୀନ; ଘୁଞ୍ଚିପାରେ ପାଟକୁରା ନିର୍ବାଚନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଆରୋରାଙ୍କୁ ଭେଟିଛନ୍ତି । ଓଡ଼ିଶାକୁ ମାଡ଼ି ଆସୁଥିବା ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ‘ଫନି’ ସମ୍ପର୍କରେ ତାଙ୍କୁ ଅବଗତ କରି ସମ୍ଭାବ୍ୟ ପରିସ୍ଥିତିରେ ରାଜ୍ୟରେ ଲାଗୁ ରହିଥିବା ନିର୍ବାଚନ...

Read more

ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ୱର: ସରିଲା ନିର୍ବାଚନ । ୪ଟି ପର୍ଯ୍ୟାୟରେ ୨୧ଟି ଲୋକସଭା ଆସନ ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍ ବାକ୍ସରେ । ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ଥିବା ପାଟକୁରା...

Read more

ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା

ଭୁବନେଶ୍ୱର: ଆଜି ୨୦୧୯ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସମେତ ୪୧ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ...

Read more

୩୦% ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା; ବିଜେପିରୁ ସର୍ବାଧିକ

ଭୁବନେଶ୍ୱର: ଅପରାଧିକ ମାମଲା ଥିବା ରେକର୍ଡ ସଂଖ୍ୟକ ବ୍ୟକ୍ତି ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ...

Read more

ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦକୁ କାହିଁକି ଲୋଭେଇଥିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ୨୦୧୪ ରେ କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଖି ଥିଲା ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ଉପରେ । ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବୈଜୟନ୍ତଙ୍କ ନାଁ ସୁପାରିଶ କରିବାକୁ ମନା କରିଥିଲେ...

Read more

ମିଥ୍ୟା ସତ୍ୟପାଠ ମାମଲାରେ ବୈଜୟନ୍ତଙ୍କୁ ଘେରିଲା ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଘେରିଛି ବିଜେଡ଼ି । ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି । ଆଉ ଥରେ ନ ଠକନ୍ତୁ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଏହି ପ୍ରସଙ୍ଗ...

Read more

ସାଢ଼େ ୫ଟା ସୁଦ୍ଧା ୬୧% ମତଦାନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନର ରିପୋର୍ଟ ଆସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଭୁବନେଶ୍ୱରର ୩ଟି ଯାକ ନିର୍ବାଚନମଣ୍ଡଳୀରେ ହାରାହାରି ମତଦାନ...

Read more
Page 812 of 1023 1 … 811 812 813 … 1,023