ଧର୍ମେନ୍ଦ୍ର, ଅପରାଜିତାଙ୍କ ବିରୋଧରେ ବିଜେଡ଼ିର ଫେରାଦ
ଭୁୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ଭୋଟ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା ବିଜେଡ଼ି । ଭୋଟ ଦେବାକୁ ଯାଇ ଧର୍ମେନ୍ଦ୍ର ଭୋଟ ପ୍ରଚାର କରିଥିବା...
Read more








