ଫେକ୍ ଭିଡ଼ିଓ ଭାଇରାଲ୍ ମାମଲା: ଆଉ ଜଣେ ସାମ୍ବାଦିକ ଗିରଫ
ଭୁବନେଶ୍ୱର:କେନ୍ଦୁଝର ବିଜେଡ଼ି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁରେ ଫେକ୍ ସେକ୍ସ ଭିଡ଼ିଓ ଭାଇରାଲ୍ ମାମଲାରେ କେନ୍ଦୁଝର ପୁଲିସ ଆଉ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି । ତାଙ୍କ ନାଁ ସୀମାଞ୍ଚଳ ପାତ୍ର । ସେ ଓଟିଭିରେ କାମ କରୁଥିବା ଜଣାପଡ଼ିଛି...
Read more








