Our Correspondent

ଶେଷରେ.. ଦିଲ୍ଲୀ ଯାଇ ଧର୍ମେନ୍ଦ୍ରଙ୍କଠାରୁ ପଦ୍ମ ଧରିଲେ ଦାମ

ଭୁବନେଶ୍ୱର: କଳ୍ପନାଜଳ୍ପନା ସରିଲା । ବିଜେପି ଶରଣରେ ଥିବା ଡାକ୍ତର ଦାମୋଦର ରାଉତ ଶେଷରେ ଦିଲ୍ଲୀ ଯାଇ ପଦ୍ମ ଧରିଛନ୍ତି । ଅପରାହ୍ନରେ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସେ ଦିଲ୍ଲୀ ବିମାନ ଧରିଥିଲେ । ଆଉ ସେଠାରେ ବିଜେପି ଅଫିସ...

Read more

ଭିଣୋଇ ଚାପରେ ସଳା: ଖଣ୍ଡପଡ଼ା, ବେଗୁନିଆ ପାଇଁ ସୌମ୍ୟଙ୍କ ଗୋଟିଚାଳନା !

ଭୁବନେଶ୍ୱର: ବେଗୁନିଆ-ବୋଲଗଡ଼ରୁ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ବହୁ ପୂର୍ବରୁ ଜଣାଥିଲା । ଅଞ୍ଚଳର ମୁଖିଆମାନଙ୍କୁ ନିଜେ ପୃଥ୍ୱୀବଲ୍ଲଭ ମେଳି କରି ମଇଦାନ ପ୍ରସ୍ତୁତି କରୁଥିଲେ ।...

Read more

କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

ଭୁବନେଶ୍ୱର: ବହି ବିଜ୍ଞାପନ ନାରେ ଓଡ଼ିଶା ରାଜ୍ୟ ବିଜେପି ନେତାମାନେ ସାତୋଟି ସରକାରୀ ପେଟ୍ରୋ କମ୍ପାନୀର ଶହ ଶହ କୋଟି ଟଙ୍କା ଲୁଟ କରିଛନ୍ତି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ...

Read more

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

ଭୁବନେଶ୍ୱର: ଚିଲିକା ନିର୍ବାଚନମଣ୍ଡଳୀରେ କିଏ ହେବେ ବିଜେଡ଼ି ପ୍ରାର୍ଥୀ? ରଘୁନାଥ ସାହୁ ନା ମାନସ ମଙ୍ଗରାଜ? ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କ ମଧ୍ୟରେ ଏଥିନେଇ ଉତ୍ସୁକତା ଲାଗି ରହିଥିବା ବେଳେ ସ୍ଥାନୀୟ ବିଜେଡ଼ିର ଏକ ଶକ୍ତିଶାଳୀ ଗୋଷ୍ଠୀ ମାନସଙ୍କ ସମର୍ଥନରେ ବାହାରିଛନ୍ତି । ଆଜି...

Read more

ବିଜେପିରେ ଯୋଗଦେଲେ ବାବୁ ସିଂ

ଭୁବନେଶ୍ୱର: ନିକଟରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ବାବୁ ସିଂ ଆଜି ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେ. ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ...

Read more

କଂଗ୍ରେସ ସ୍କ୍ରିନିଂ କମିଟି ବାଛିଲା ୧୫ ଲୋକସଭା ଆସନର ପ୍ରାର୍ଥୀ

ନୂଆଦିଲ୍ଲୀ : ପ୍ରଥମ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୫ଟି ଲୋକସଭା ଆସନରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ରାତି ଗୋଟାଏ ବେଳେ ଏହି ନାଁଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପାଖକୁ ପଠାଇଛି...

Read more

୪ଟି ପର୍ଯ୍ୟାୟ ନିର୍ବାଚନ ପଛରେ ଗେମପ୍ଲାନ୍ !

ଭୁୁବନେଶ୍ୱର: ଓଡ଼ିଶାରେ ୪ ଟି ପର୍ଯ୍ୟାୟ ନିର୍ବାଚନ ଘୋଷଣା ପଛର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଜେଡ଼ି ସିଧା ସିଧା ଅଭିଯୋଗ ଆଣିଛି ଯେ, ଏହା ବିଜେପିର ଗେମପ୍ଲାନ୍ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି...

Read more
Page 826 of 1023 1 … 825 826 827 … 1,023