Our Correspondent

ଜଷ୍ଟିସ୍ ଅଜିତ୍ ସିଂ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

ଭୁୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ୍ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ । ଚୟନ କମିଟିର ସୁପାରିଶ କ୍ରମେ ତାଙ୍କର ନିଯୁକ୍ତିକୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକୟୁକ୍ତ...

Read more

କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ

ଭୁବନେଶ୍ୱର: ନଳିନୀକାନ୍ତ ପ୍ରଧାନଙ୍କ ଜାଗାରେ ରସାନନ୍ଦ ସାହୁଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ରାଜ୍ୟ ସରକାର ପଅରଦିନନିଯୁକ୍ତି ଦେଇଥିଲେ । ମାତ୍ର ଆଜି ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି । ସେହି ଜାଗାରେ ସମବାୟ ବିଭାଗର ସଚିବ ଡ. କ୍ରିଷନ୍ କୁମାରଙ୍କୁ...

Read more

ଜନ୍ମମାଟିରେ ଅଭିନନ୍ଦନ

ନୂଆଦିଲ୍ଲୀ: ନିଜ ଜନ୍ମମାଟିକୁ ଫେରି ଆସିଛନ୍ତି ଭାରତ ମାଟିର ଯୋଦ୍ଧା ସନ୍ତାନ ଅଭିନନ୍ଦନ । ପାକିସ୍ଥାନୀ ସେନା କବଳରେ ପାଖାପାଖି ଅଢ଼େଇ ଦିନର ପଣବନ୍ଦୀ ଜୀବନ କାଟିବା ପରେ ଆଜି ରାତିରେ ତାଙ୍କୁ ମୁକ୍ତି ମିଳିଛି । ଭାରତ-ପାକିସ୍ଥାନ ସୀମା ୱାଘା...

Read more

ଫେରିଆସିଲେ ଅଭିନନ୍ଦନ, ଖୁସିରେ ନାଚିଲା ଦେଶ

ନୂଆଦିଲ୍ଲୀ: ଉତ୍କଣ୍ଠାର ଅବସାନ । ନିଜ ମାଟିକୁ ଫେରିଛନ୍ତି ମାଟିର ବୀର ସନ୍ତାନ ଅଭିନନ୍ଦନ । ପାକିସ୍ଥାନୀ ସେନା କବଳରେ ପ୍ରାୟ ୪୮ ଘଣ୍ଟା ର ପଣବନ୍ଦୀ ଜୀବନ କାଟିବା ପରେ ଆଜି ତାଙ୍କୁ ମୁକ୍ତି ମିଳିଛି । ଭାରତ-ପାକିସ୍ଥାନ ସୀମା...

Read more

ଇମ୍ରାନ୍ ନଇଁଲେ: ଅଭିନନ୍ଦନଙ୍କୁ କାଲି ଛାଡ଼ିଦେବେ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ପାକିସ୍ଥାନରୁ ମୁକ୍ତି ମିଳିବ । ପାକିସ୍ଥାନ ସଂସଦର ମିଳିତ ଅଧିବେସନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଘୋଷଣା କରିଛନ୍ତି । ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ଭାରତୀୟ ପାଇଲଟଙ୍କୁ ଛାଡ଼ିଦେବୁ ବୋଲି ସେ...

Read more

ବିଜେଡ଼ିରେ ପତିଆରା ପାଇଁ ଖଣ୍ଡା ଧରିଛନ୍ତି ସୌମ୍ୟ !

ଭୁବନେଶ୍ୱର: ବିଜେଡ଼ିରେ ପତିଆରା ପାଇବାକୁ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡା ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ବସିବାକୁୁ ତାଙ୍କର କୁଆଡ଼େ ମନ । ସବୁ କଥାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଚାରନ୍ତୁ । କାହାକୁ କେଉଁଠାରେ ଟିକେଟ ଦିଆଯିବ ପରାମର୍ଶ ନିଅନ୍ତୁ...

Read more

୪୦ ଆସନରେ କଂଗ୍ରେସ ଅଙ୍କ ଜଟିଳ

ଭୁୁବନେଶ୍ୱର: ସୁରେଶ ରାଉତରାୟ, ଶରତ ରାଉତ, ଗଣେଶ୍ୱର ବେହେରା, କିଶୋର ପଟେଲ, ଜଗନ୍ନାଥ ପଟ୍ଟନାୟକଙ୍କ ଭଳି ନେତାଙ୍କ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଚୟନରେ ‘ହାରୁ’ ମାନଦଣ୍ଡ ଉଠିଯାଇଛି । କେବଳ ବିଜୟର ସମ୍ଭାବନା ପ୍ରାର୍ଥୀ ଚୟନର ମାପକାଠି ବୋଲି ଦାବି କରାଯାଉଛି...

Read more
Page 830 of 1023 1 … 829 830 831 … 1,023